Skip to main content
  1. ଏହା କରନ୍ତୁ ଏବଂ କରନ୍ତୁ ନାହିଁ
  2. ଏହା କରନ୍ତୁ ଏବଂ କରନ୍ତୁ ନାହିଁ

ଏହା କରନ୍ତୁ ଏବଂ କରନ୍ତୁ ନାହିଁ

କ’ଣ କରିବେ

●  ରିଟର୍ନ ଫାଇଲ୍‌ କରିବା ପାଇଁ ସଠିକ୍ ITR ଫର୍ମ ବାଛନ୍ତୁ

●  EVC/DSC/ଆଧାର ଓ.ଟି.ପି ବ୍ୟବହାର କରି ITR ଯାଞ୍ଚ କରନ୍ତୁ

●  ଆୟକର ରିଟର୍ନରେ ବାଧ୍ୟତାମୂଳକ ବିବରଣୀ ଉଲ୍ଲେଖ କରନ୍ତୁ

●  ସମୟସୀମା ପୂର୍ବରୁ ITR ଫାଇଲ୍ କରନ୍ତୁ

●  ଇ-ଫାଇଲିଂ ଆକାଉଣ୍ଟକୁ ଆକ୍ସେସ୍ କରିବା ପାଇଁ ଦୃଢ଼ ପାସ୍‌ୱାର୍ଡ ବ୍ୟବହାର କରନ୍ତୁ

●  ଇଣ୍ଟରନେଟ୍ ସିକ୍ୟୁରିଟି ସଫ୍ଟୱେର୍ ବ୍ୟବହାର କରନ୍ତୁ

●  ସଚେତନ ଓ ସତର୍କ ରୁହନ୍ତୁ

କ’ଣ କରିବେ ନାହିଁ

●  ITR ଦାଖଲ କରିବା ସମୟରେ AY ଏବଂ FY ମଧ୍ୟରେ ଦ୍ୱନ୍ଦ୍ୱରେ ପଡ଼ିବା

●  TAN, ବ୍ୟାଙ୍କ ଆକାଉଣ୍ଟ, ଇମେଲ୍‌ ଆଡ୍ରେସ୍‌ରେ ଭୁଲ୍‌ କରିବା

●  ଛାଡ଼ ଦାବି କରିବାକୁ ଭୁଲିଯିବା

●  ITR ଦାଖଲ କରିବା ସମୟରେ ତରବର ହେବା!

●  ସର୍ବସାଧାରଣ Wi-Fi ବ୍ୟବହାର କରି ITRs ରେ କାମ କରିବା

●  ସଫ୍ଟୱେର୍ ଅପଡେଟ୍‌କୁ ଅଣଦେଖା କରିବା

●  କ ମେଲ୍ ଫୋନ୍ କଲ୍ ଏବଂ SMSର ଉତ୍ତର ଦିଅନ୍ତୁ

●  ଆପଣଙ୍କର ବ୍ୟକ୍ତିଗତ ସୂଚନା ଅଂଶୀଦାର କରିବା