ଫର୍ମ 189 ଉପଭୋକ୍ତା ମାନୁଆଲ୍
ସମୀକ୍ଷା
- ଫର୍ମ 189 ଆୟକର ଅଧିନିୟମ, 2026 ର ନିୟମ 331 ଅନୁସାରେ ଏକ ସାର୍ବଜନିକ କମ୍ପାନୀ କିମ୍ବା ସାର୍ବଜନୀନ ଆର୍ଥିକ ସଂସ୍ଥା ଦ୍ୱାରା ଦାଖଲ କରାଯାଏ, ଯାହା ଇକ୍ୱିଟି ସେୟାର କିମ୍ବା ଡିବେଞ୍ଚରସ୍ (Debentures) ମାଧ୍ୟମରେ ସାଧାରଣ ଲୋକଙ୍କଠାରୁ ପୁଞ୍ଜି ସଂଗ୍ରହ କରିବାକୁ ଇଚ୍ଛା କରେ।
- ପ୍ରସ୍ଥାବିତ ଆବଣ୍ଟନର ଅନ୍ତତଃ ତିନି ମାସ ପୂର୍ବରୁ ଏହି ଫର୍ମ ନିଶ୍ଚିନ୍ତ ଫାଇଲ୍ କରାଯିବା ଉଚିତ୍ ଏବଂ ଅନୁପାଳନ ଆବଶ୍ୟକତା ପରି କାର୍ଯ୍ୟ ନିର୍ବାହ କରି ସୁନିଶ୍ଚିତ କରିବା ଯେ କେବଳ ଉପଯୁକ୍ତ ସତ୍ତା ପାଣ୍ଠ ଉତ୍ଥାପନ କରେ ।
- ଫର୍ମ 189 ସହିତ କମ୍ପାନୀ ସହାୟକ କାଗଜପତ୍ର ଯେପରି କମ୍ପାନୀ ଅଧିନିୟମ 2013 ଅଧିନସ୍ଥ କମ୍ପାନୀର ଆରମ୍ଭ ପ୍ରମାଣପତ୍ର ଏବଂ ଏହାର ସମୀକ୍ଷିତ ବିତ୍ତୀୟ ବିବରଣୀ (ବିତ୍ତୀୟ ସ୍ଥିତି ବିବରଣୀ ଓ ଲାଭକ୍ଷତି ଆକାଉଣ୍ଟ) ଶେଷ ତିନି ବର୍ଷର କିମ୍ବା କମ୍ପାନୀ ଆରମ୍ଭରୁ ଯେଉଁଟି କମ୍ ଯୋଗାଇ ଦେବା ଉଚିତ୍
2. ଏହି ସେବା ଉପଲବ୍ଧ କରିବା ପାଇଁ ପୂର୍ବାବଶ୍ୟକତା
- ଆପଣ ଇ-ଫାଇଲିଙ୍ଗ୍ ପୋର୍ଟାଲ୍ରେ ଜଣେ ପଞ୍ଜୀକୃତ ଉପଭୋକ୍ତା ହେବା ଉଚିତ୍
- କରଦାତାଙ୍କ PAN ର ସ୍ଥିତି "ସକ୍ରିୟ" ହେବା ଉଚିତ୍
- DSC ପଦ୍ଧତି ମାଧ୍ୟମରେ ଫର୍ମ ଯାଞ୍ଚ କରିବା ପାଇଁ ଆପଣଙ୍କର ଗୋଟିଏ ବୈଧ DSC ରହିବା ଉଚିତ୍ ଏବଂ ଏହା ଇ-ଫାଇଲିଂ ପୋର୍ଟାଲ୍ ରେ ନିଶ୍ଚିନ୍ତ ପଞ୍ଜୀକୃତ ହେବା ଏବଂ ଅବଧି ଶେଷ ହୋଇନଥିବା ଆବଶ୍ୟକ।
3. ଫର୍ମ ସମ୍ବନ୍ଧୀୟ ସୂଚନା
3.1 ଉଦ୍ଦେଶ୍ୟ
ସର୍ବସାଧାରଣ ଆବଣ୍ଟନ ମାଧ୍ୟମରେ ମୂଳଧନ ବୃଦ୍ଧି କରିବା ପାଇଁ ବୋର୍ଡର ପୂର୍ବ ଅନୁମୋଦନ ପ୍ରାପ୍ତ କରିବାକୁ ଫର୍ମ 189 ଫାଇଲ୍ କରାଯାଇଛି, ନିଶ୍ଚିନ୍ତ ହେବା ଯେ କମ୍ପାନୀ ତା'ର ଅନୁମୋଦିତ ଯୋଗ୍ୟତା ଓ ଅନୁପାଳନ ସ୍ଥିତିକୁ ଭରଣ କରୁଛି
3.2 କିଏ ଏହାକୁ ବ୍ୟବହାର କରିପାରିବେ?
ସର୍ବସାଧାରଣ କମ୍ପାନୀ କିମ୍ବା ସର୍ବସାଧାରଣ ବିତ୍ତୀୟ ସଂସ୍ଥା ଯିଏ ସର୍ବସାଧାରଣଙ୍କ ଠାରୁ ସେୟାର୍ଗୁଡ଼ିକର ଉପଯୁକ୍ତ ଆବଣ୍ଟନ କିମ୍ବା ଋଣପତ୍ର ମାଧ୍ୟମରେ ମୂଳଧନ ବୃଦ୍ଧି କରିବାକୁ ଅଭିଳାଷ କରିଥାନ୍ତି, ସେମାନେ ଏହି ଫର୍ମ ଫାଇଲ୍ କରିପାରିବେ ।
3.3 ଫର୍ମର ସଂକ୍ଷିପ୍ତ ଅବଲୋକନ
ଫର୍ମ 189 ର ଚାରୋଟି ନାମତାଲିକା ରହିଛି:
- ଅଂଶ A
- ଅଂଶ B
- ଅଂଶ C
- ଆଟାଚ୍ମେଣ୍ଟସ୍
- ସତ୍ୟାପନ
4. ପର୍ଯ୍ୟାୟକ୍ରମିକ ମାର୍ଗଦର୍ଶିକା
ପଦକ୍ଷେପ 1: ଆପଣଙ୍କ ୟୁଜର୍ ID ଏବଂ ପାସ୍ୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲରେ ଲଗ୍-ଇନ୍ କରନ୍ତୁ।
ପଦକ୍ଷେପ 2: ଆପଣଙ୍କ ୟୁଜର୍ ID (PAN) ଏବଂ ପାସ୍ୱାର୍ଡ ଦିଅନ୍ତୁ।
ପଦକ୍ଷେପ 3: ଯାଆନ୍ତୁ ଈ-ଫାଇଲ୍ > ଆୟକର ଫର୍ମସ > ଆୟକର ଫାଇଲ୍ କରନ୍ତୁ
ପଦକ୍ଷେପ 4: ଅଧିନସ୍ଥ ଆୟ କର ଅଧିନିୟମ 2025 ଅନୁଯାୟୀ ଫର୍ମ ଟାବ୍ ଚୟନଫର୍ମ 189ଏବଂ କ୍ଲିକ୍ କରନ୍ତୁ ବର୍ତ୍ତମାନ ଫାଇଲ୍ କରନ୍ତୁ
ପଦକ୍ଷେପ 5: ପ୍ରଯୋଜ୍ୟ କର ବର୍ଷ (T.Y) ଚୟନ କରନ୍ତୁ ଓ ଜାରି ରଖିବା ବଟମ୍ କୁ କ୍ଲିକ୍ କରନ୍ତୁ ।
ପଦକ୍ଷେପ 6: ଆସନ୍ତୁ ଆରମ୍ଭ କରିବା ଉପରେ କ୍ଲିକ୍ କରନ୍ତୁ
ପଦକ୍ଷେପ 7: କ୍ଲିକ୍ କରିବା ଦ୍ୱାରା ଆସନ୍ତୁ ଆରମ୍ଭ କରିବା ଉପଭୋକ୍ତା ନାମ ତାଲିକା ସ୍କ୍ରିନ୍ ରେ ପହଞ୍ଚିବେ, ପ୍ରଥମ ନାମ ତାଲିକାକୁ କ୍ଲିକ୍ କରନ୍ତୁ ଅଂଶ A
ପଦକ୍ଷେପ 8: ସୁସଙ୍ଗତ ବିବରଣୀ ଦିଅନ୍ତୁ, ଯାଞ୍ଚ କରନ୍ତୁ ସେଭ
ଟିପ୍ପଣୀ: ଦୟାକରି ସୁନିଶ୍ଚିତ ହେବେ ଯେ "ମୋ ପ୍ରୋଫାଇଲ୍ " ଅଧିନସ୍ଥ ସମସ୍ତ ଅନିବାର୍ଯ୍ୟ ବିବରଣୀ ଠିକଣା ସହିତ ପୂର୍ଣ୍ଣାଙ୍ଗ ହୋଇଛି । ଆପଣ ନିଜର ଯୋଗାଯୋଗ ଓ ଠିକଣା "ମୋ ପ୍ରୋଫାଇଲ୍ " ହାଇପର୍ ଲିଙ୍କ୍ ରେ କ୍ଲିକ୍ କରି ଅପଡେଟ୍ କରିପାରିବେ ।

କ୍ରମିକ ସଂଖ୍ୟା (vii) ଅଧିନସ୍ଥ ବ୍ୟବସାୟର ପ୍ରକୃତି"Add Details” ଚୟନ କରନ୍ତୁ, ଆବଶ୍ୟକୀୟ ବବରଣୀ ଭରନ୍ତୁ, ଏବଂ ଆଗକୁ ଯିବାପାଇଁ 'Add' ଉପରେ କ୍ଲିକ୍ କ୍ଲିକ୍ କରନ୍ତୁ। ଡ୍ରପ୍ଡାଉନ୍ ମେନୁଗୁଡିକ କ୍ଷେତ୍ର ପାଇଁ ଯୋଗାଇ ଦିଆଯାଇଛି“Sector & Sub-sector” ଯେଉଁଠାରୁ ଉପଭୋକ୍ତା ଉପଲବ୍ଧ ବିକଳ୍ପଗୁଡ଼ିକ ମଧ୍ୟରୁ ଚୟନ କରିପାରିବେ।
ପଦକ୍ଷେପ 9: ପ୍ରଥମ ନାମ ତାଲିକା ସେଭ ହେବା ପରେ, ଦ୍ୱିତୀୟ ନାମ ତାଲିକା ଚୟନ କରନ୍ତୁ: ଅଂଶ B
ପଦକ୍ଷେପ 10: ପୂରଣ କରନ୍ତୁ ଏବଂ ଅଂଶ B ଅଧିନସ୍ଥ ବବରଣୀ ଯାଞ୍ଚ କରନ୍ତୁ ନାମ ତାଲିକା, ପରେ ସେଭ କ୍ଲିକ୍ କରନ୍ତୁ
କ୍ରମିକ ସଂଖ୍ୟା 3 ଅଧିନସ୍ଥ ବ୍ୟାଙ୍କରମାନଙ୍କର ନାମ ଓ ଠିକଣା, 'Add Details' ଚୟନ କରନ୍ତୁ, ଆବଶ୍ୟକୀୟ କ୍ଷେତ୍ରଗୁଡିକ ପୂରଣ କରନ୍ତୁ, ଏବଂ ଆଗକୁ ଯିବା ପାଇଁ 'Add' କୁ କ୍ଲିକ୍ କରନ୍ତୁ ।
କ୍ରମିକ ସଂଖ୍ୟା 4 ଅଧିନସ୍ଥ ହିସାବ ସମୀକ୍ଷକଙ୍କ ନାମ ଓ ଠିକଣା, 'Add Details' ଚୟନ କରନ୍ତୁ, ଆବଶ୍ୟକୀୟ କ୍ଷେତ୍ରଗୁଡିକ ପୂରଣ କରନ୍ତୁ, ଏବଂ ଆଗକୁ ଯିବା ପାଇଁ 'Add' କୁ କ୍ଲିକ୍ କରନ୍ତୁ ।
କ୍ରମିକ ସଂଖ୍ୟା 3 ଓ 4 ଅଧିନରେ ଯେଉଁ ବିବରଣୀ ପ୍ରଦାନ କରାଗଲା ତାହା ଥରେ ପୂରଣ ହେଲା ପରେ ସାରଣୀରେ ପ୍ରତିଫଳିତ ହେବ। "Add Details" ଉପରେ କ୍ଲିକ୍ କରି ଉପଭୋକ୍ତା 50 ଟି ପର୍ଯ୍ୟନ୍ତ ସୂଚନା ପୂରଣ ପାରିବେ ।
ପଦକ୍ଷେପ 11: ଦ୍ୱିତୀୟ ନାମ ତାଲିକା ସେଭ କରିବା ପରେ, ତୃତୀୟ ନାମ ତାଲିକା ଚୟନ କରନ୍ତୁ ଅଂଶ C
ପଦକ୍ଷେପ 12: ସୁସଙ୍ଗତ ବବରଣୀ ପୂରଣ କରନ୍ତୁ ଅଂଶ C ନାମ ତାଲିକାରେ ଏବଂ ସେଭ କ୍ଲିକ୍ କରନ୍ତୁ
କ୍ରମିକ ସଂଖ୍ୟା 8 ଅଧିନସ୍ଥ, 'Add Details' ଚୟନ କରନ୍ତୁ, ଆବଶ୍ୟକୀୟ ବବରଣୀ ଭରନ୍ତୁ, ଏବଂ ଆଗକୁ ଯିବାପାଇଁ 'Add' ଉପରେ କ୍ଲିକ୍ କରନ୍ତୁ। 'ଦୟାକରି ମୂଳଧନ ଜାରି କରିବା ପଦ୍ଧତି ଓ ଜାରି ହୋଇଥିବା ସ୍ଥାନ ଚୟନ କରନ୍ତୁ'କ୍ଷେତ୍ରଟି ଏକ ଡ୍ରପ୍ଡାଉନ୍ ମେନ୍ୟୁ ବହନ କରିଛି ଯେଉଁଥିରୁ ଉପଭୋକ୍ତା ଗୋଟିଏ ବିକଳ୍ପ ଚୟନ କରିପାରିବେ ।

କ୍ରମିକ ସଂଖ୍ୟା 10 ଅଧିନସ୍ଥ, 'Add Details' ଚୟନ କରନ୍ତୁ, ଆବଶ୍ୟକୀୟ କ୍ଷେତ୍ର ସମ୍ପୂର୍ଣ୍ଣ କରନ୍ତୁ, ଏବଂ ଆଗକୁ ଯିବାପାଇଁ 'Add' ଉପରେ କ୍ଲିକ୍ କରନ୍ତୁ । 'ପ୍ରକାର'କ୍ଷେତ୍ରଟି ଏକ ଡ୍ରପ୍ଡାଉନ୍ ମେନ୍ୟୁ ବହନ କରିଛି ଯେଉଁଥିରୁ ଉପଭୋକ୍ତା ଗୋଟିଏ ବିକଳ୍ପ ଚୟନ କରିପାରିବେ ।
କ୍ରମିକ ସଂଖ୍ୟା 11 ଅଧିନସ୍ଥ, 'Add Details' ଚୟନ କରନ୍ତୁ, ଆବଶ୍ୟକୀୟ କ୍ଷେତ୍ର ସମ୍ପୂର୍ଣ୍ଣ କରନ୍ତୁ, ଏବଂ ଆଗକୁ ଯିବାପାଇଁ 'Add' ଉପରେ କ୍ଲିକ୍ କରନ୍ତୁ। 'ଆର୍ଥିକ ବର୍ଷ'କ୍ଷେତ୍ରଟି ଏକ ଡ୍ରପ୍ଡାଉନ୍ ମେନ୍ୟୁ ବହନ କରିଛି ଯେଉଁଥିରୁ ଉପଭୋକ୍ତା ଗୋଟିଏ ବିକଳ୍ପ ଚୟନ କରିପାରିବେ ।
କ୍ରମିକ ସଂଖ୍ୟା 12 ଅଧିନସ୍ଥ, 'Add Details' ଚୟନ କରନ୍ତୁ, ଆବଶ୍ୟକୀୟ କ୍ଷେତ୍ର ସମ୍ପୂର୍ଣ୍ଣ କରନ୍ତୁ, ଏବଂ ଆଗକୁ ଯିବାପାଇଁ 'Add' ଉପରେ କ୍ଲିକ୍ କରନ୍ତୁ।
ପଦକ୍ଷେପ 13: ତୃତୀୟ ନାମ ତାଲିକା ସଞ୍ଚୟ କରିବା ପରେ, ଚତୁର୍ଥ ନାମ ତାଲିକା ଚୟନ କରନ୍କୁ:ଆଟାଚମେଣ୍ଟ୍ସ
ପଦକ୍ଷେପ 14: ଦୟାକରି ଅନିବାର୍ଯ୍ୟ ଦଲିଲ ସଂଲଗ୍ନ କରନ୍ତୁ ଓ ସଞ୍ଚୟ ଉପରେ କ୍ଲିକ୍ କରନ୍ତୁ ।
ଟିପ୍ପଣୀ:
ଆଟାଚମେଣ୍ଟ୍ A-2 ରେ, ଯଦି ଉପଭୋକ୍ତା ଯେକୌଣସି ଫାଇଲ୍ ଅପ୍ ଲୋଡ୍ କରେ, ତେବେ ବର୍ଣ୍ଣନା ଟେକ୍ସଟ୍ ବକ୍ସ ଅନିବାର୍ଯ୍ୟ ଅଟେ।
ଯଦି ଉପଭୋକ୍ତା କ୍ଷେତ୍ର ସଂଖ୍ୟା 7 ରେ "ହଁ" ଚୟନ କରନ୍ତି ତେବେ ଆଟାଚମେଣ୍ଟ୍ A-6 ଅନିବାର୍ଯ୍ୟ ହୋଇପଡେ।

ପଦକ୍ଷେପ 15: ଚତୁର୍ଥ ନାମ ତାଲିକା ସଞ୍ଚୟ କରିବା ପରେ, ସତ୍ୟାପନ ନାମ ତାଲିକା ଚୟନ କରନ୍ତୁ ।
ପଦକ୍ଷେପ 16:ଅଣ୍ଡର୍ ଟେକିଂରେ ସମ୍ମତ ହୁଅନ୍ତୁ ଓ ସେଭ ଉପରେ କ୍ଲିକ୍ କରନ୍ତୁ ।
ପଦକ୍ଷେପ 17: ସତ୍ୟାପନ ନାମ ତାଲିକା ସେଭ କରିସାରିବା ପରେ, ପ୍ରାକ୍ ଦୃଶ୍ୟ ଉପରେ କ୍ଲିକ୍ କରନ୍ତୁ ।
ପଦକ୍ଷେପ 18: ପ୍ରାକ୍ ଦୃଶ୍ୟ ପୃଷ୍ଠାରେ ବବରଣୀ ଯାଞ୍ଚ କରନ୍ତୁ ଓ ଆଗକୁ ଯିବା ପାଇଁ ଇ-ଯାଞ୍ଚ ଉପରେ କ୍ଲିକ କରନ୍ତୁ।
ଟିପଣୀ: "ଡାଉନ୍ ଲୋଡ୍" ବଟନ୍ କ୍ଲିକ୍ କରି ଉପଭୋକ୍ତା ପ୍ରାକ୍ ଦୃଶ୍ୟ PDF ଡାଉନଲୋଡ କରି ପାରିବେ ଓ ଆଗକୁ ଇ-ଯାଞ୍ଚ କରିବା ପୂର୍ବରୁ ନିଜର ବିବରଣୀ ଯାଞ୍ଚ କରି ପାରିବେ

ପଦକ୍ଷେପ 19: "ଇ-ଯାଞ୍ଚକୁ ଯାଆନ୍ତୁ" ବଟମ୍ କ୍ଲିକ୍ କଲା ପରେ ଏକ ପପ୍ଅପ୍ ନିଶ୍ଚିତକରଣ ଦୃଶ୍ୟମାନ ହେବ ଯାହା ଆପଣଙ୍କୁ ଇ-ଯାଞ୍ଚ କରିବାକୁ ଆଗକୁ ନେବ । "ହଁ" ଉପରେ କ୍ଲିକ୍ କରନ୍ତୁ
ପଦକ୍ଷେପ 20: ହଁ ଉପରେ କ୍ଲିକ୍ କରିବା ପରେ, ଆପଣ ଇ-ଯାଞ୍ଚ ପୃଷ୍ଠାକୁ ପରିଦର୍ଶନ କରିବେ ଯେଉଁଠି ଆପଣ DSC/EVC (ଯେପରି ପ୍ରଯୋଜ୍ୟ) ବ୍ୟବହାର କରି ଫର୍ମ 189 ଯାଞ୍ଚ କରିପାରିବେ ।
ଟିପ୍ପଣୀ: ଅଧିକ ଜାଣିବା ପାଇଁ କିପରି ଇ-ଯାଞ୍ଚ କରାଯିବ ଉପଭୋକ୍ତା ମାନୁଆଲ୍ ପ୍ରସଙ୍ଗକୁ ଯାଆନ୍ତୁ ।
ପଦକ୍ଷେପ 21: ଇ-ଯାଞ୍ଚ ପ୍ରକ୍ରିୟା ସଫଳ ପରେ, ବିନିମୟ ID ଓ ପ୍ରାପ୍ତିସ୍ୱୀକାର ରସିଦ ନମ୍ବର ସହିତ ଏକ ସଫଳତା ସନ୍ଦେଶ ପ୍ରଦର୍ଶିତ ହେବ । ଦୟାକରି ଭବିଷ୍ୟତ ସନ୍ଦର୍ଭ ପାଇଁ ବିନିମୟ ID ଓ ପ୍ରାପ୍ତିସ୍ୱୀକାର ରସିଦ ନମ୍ବରକୁ ଟିପ୍ପଣୀ କରି ରଖିବେ । ଆପଣ ମଧ୍ୟ ଏକ ନିଶ୍ଚିତକରଣ ସନ୍ଦେଶ ଆପଣଙ୍କ ଇମେଲ୍ ID(s) ଓ ମୋବାଇଲ୍ ନମ୍ବର ଯାହା ଇ-ଫାଇଲିଂ ପୋର୍ଟାଲ୍ ରେ ପଞ୍ଜୀକୃତ ହୋଇଥିବ ସେଥିରେ ପ୍ରାପ୍ତ ହେବେ ।
ଡାଉନ୍ ଲୋଡ୍ ବଟମ୍ ଉପରେ କ୍ଲିକ୍ କରି ପ୍ରାପ୍ତିସ୍ୱୀକାର ରସିଦ ଡାଉନ୍ ଲୋଡ୍ କରନ୍ତୁ
ଫର୍ମ 189 ର ସଫଳ ଦାଖଲ ପରେ ଉପଭୋକ୍ତା - ଆପଣଙ୍କ ଡ୍ୟାଶ୍ବୋର୍ଡରେ ଈ-ଫାଇଲ୍ > ଆବରଣ ଫର୍ମ ଫାଇଲ୍ କରିବା > ଆୟ କର ଅଧିନିୟମ 2025 ଅଧିନସ୍ଥ ଫାଇଲ୍ କରାଯାଇଥିବା ଫର୍ମ ଦେଖିପାରିବେ ।
ଟିପ୍ପଣୀ: ଅଧିକ ଜାଣିବା ପାଇଁ ଉପଭୋକ୍ତା ମାନୁଆଲ୍ ରେ ପୂରଣ ଫର୍ମ ପ୍ରସଙ୍ଗକୁ ଯାଆନ୍ତୁ
5.ସମ୍ପର୍କିତ ବିଷୟମାନ
- ଲଗ୍ଇନ୍ କରନ୍ତୁ
- ଡ୍ୟାଶ୍ବୋର୍ଡ
- କିପରି ଈ-ଯାଞ୍ଚ କରିବେ
- DSC ପଞ୍ଜିକରଣ କରନ୍ତୁ
6. ଶବ୍ଦାବଳୀ
|
ସଂକ୍ଷିପ୍ତ ଶବ୍ଦ / ସଂକ୍ଷିପ୍ତକରଣ |
ବର୍ଣ୍ଣନା/ପୂର୍ଣ୍ଣ ଫର୍ମ |
|---|---|
|
DSC |
ଡିଜିଟାଲ୍ ସ୍ୱାକ୍ଷର ପ୍ରମାଣପତ୍ର |
|
EVC |
ବୈଦ୍ୟୁତିକ ସତ୍ୟାପନ ପ୍ରମାଣପତ୍ର |
|
ARN |
ପ୍ରାପ୍ତିସ୍ୱୀକାର ରସିଦ ନମ୍ବର |
|
PY |
ପୂର୍ବ ବର୍ଷ |
|
FY |
ବିତ୍ତୀୟ ବର୍ଷ |
|
TY |
କର ବର୍ଷ |