ଲଗ୍ଇନ୍ ସମ୍ବନ୍ଧିତ ଉପଭୋକ୍ତା ମାନୁଆଲ୍

1. ସମୀକ୍ଷା

ଲଗ୍‌ଇନ୍ ସେବା ଇ-ଫାଇଲିଂ ପୋର୍ଟାଲର ପଞ୍ଜୀକୃତ ୟୁଜର୍ ଙ୍କୁ ଇ-ଫାଇଲିଂ ପୋର୍ଟାଲ ଏବଂ ପୋର୍ଟାଲରେ ଉପଲବ୍ଧ ସମସ୍ତ ସେବାର ଆକ୍ସେସ୍ କରିବାର ସୁବିଧା ପ୍ରଦାନ କରେ। ଇ-ଫାଇଲିଂ ପୋର୍ଟାଲରେ ଲଗ୍‌ଇନ୍ କରିବା ପାଇଁ ବିଭିନ୍ନ ପଦ୍ଧତି ଉପଲବ୍ଧ ଅଛି। ସମସ୍ତ ଲଗ୍‌ଇନ୍ ପଦ୍ଧତି ଏବଂ ପ୍ରତ୍ୟେକ ପଦ୍ଧତିରେ ପ୍ରବେଶ କରିବାକୁ ଥିବା ପ୍ରମାଣପତ୍ର ନିମ୍ନରେ ଦିଆଯାଇଛି:

ଲଗ୍‌ଇନ୍ ପଦ୍ଧତି ଭରିବାକୁ ଥିବା ପ୍ରମାଣପତ୍ର
ନେଟ୍‌ବ୍ୟାଙ୍କିଙ୍ଗ (ଇ-ଫାଇଲିଂ ଭଲ୍ଟ ଉଚ୍ଚତର ସୁରକ୍ଷା ସକ୍ଷମ କରାଯାଇଛି) ୟୁଜର୍ ID ଏବଂ ପାସୱାର୍ଡ + ଦ୍ୱିତୀୟ କାରକ ଅଧିପ୍ରାମାଣିକିକରଣ ପାଇଁ ନେଟ୍‌ବ୍ୟାଙ୍କିଙ୍ଗ ୟୁଜର୍ ID ଏବଂ ପାସ୍‌ୱାର୍ଡ
ନେଟ୍‌ବ୍ୟାଙ୍କିଙ୍ଗ (ଇ-ଫାଇଲିଂ ଭଲ୍ଟ ଉଚ୍ଚତର ସୁରକ୍ଷା ସକ୍ଷମ କରାଯାଇନାହିଁ) ନେଟ୍‌ବ୍ୟାଙ୍କିଙ୍ଗ ୟୁଜର୍ ID ଏବଂ ପାସ୍‌ୱାର୍ଡ
ବ୍ୟାଙ୍କ / ଡିମାଟ୍ ଆକାଉଣ୍ଟ EVC (ଇ-ଫାଇଲିଂ ଭଲ୍ଟ ଉଚ୍ଚତର ସୁରକ୍ଷା ସକ୍ଷମ କରାଯାଇଛି) ୟୁଜର୍ ID (ପ୍ୟାନ୍‌) ଏବଂ ପାସ୍‌ୱାର୍ଡ + ଦ୍ୱିତୀୟ କାରକ ଅଧିପ୍ରାମାଣିକିକରଣ ପାଇଁ ବ୍ୟାଙ୍କ EVC
DSC ୟୁଜର୍ ID (ପ୍ୟାନ୍‌) ଏବଂ ପାସ୍‌ୱାର୍ଡ + ଦ୍ୱିତୀୟ କାରକ ଅଧିପ୍ରାମାଣିକିକରଣ ପାଇଁ DSC
ୟୁଜର୍ ID ବ୍ୟବହାର କରି ଲଗ୍‌ଇନ୍‌ କରନ୍ତୁ – CA, ଟାନ୍ ୟୁଜର୍, ERI, ବାହ୍ୟ ଏଜେନ୍ସି , ITDREIN ୟୁଜର୍‌ଙ୍କ ପାଇଁ ୟୁଜର୍ ID ଏବଂ; ପାସ୍‌ୱାର୍ଡ

ଟିପ୍ପଣୀ: ଇ-ଫାଇଲିଂ ଭଲ୍ଟ ର ଉଚ୍ଚତର ସୁରକ୍ଷା ବିକଳ୍ପଗୁଡ଼ିକ ଲଗ୍‌ଇନ୍ ଏବଂ ପାସୱାର୍ଡ ରିସେଟ୍‌ ପାଇଁ ବହୁକାରକ ପ୍ରାମାଣିକୀକରଣ ସୁବିଧା ପ୍ରଦାନ କରେ। ଉଚ୍ଚତର ସୁରକ୍ଷା ବିକଳ୍ପ ଚୟନ କରାଯାଇଥିଲେ ଲଗ୍‌ଇନ୍ କରିବାର ପ୍ରକ୍ରିୟା ମଧ୍ୟ ଏହି ୟୁଜର୍ ମାନୁଆଲ୍‌ରେ ଦିଆଯାଇଛି।

ନୂତନ ଇ-ଫାଇଲିଂ ପୋର୍ଟାଲରେ ଦ୍ଵିତୀୟ କାରକ ଅଧିପ୍ରାମାଣିକିକରଣ ବାଧ୍ୟତାମୂଳକ ଅଟେ। ଅର୍ଥାତ୍, ବ୍ୟବହାରକାରୀଙ୍କ ନାମ (ୟୁଜର୍ ନେମ୍) ଏବଂ ପାସ୍‌ୱାର୍ଡ ସହିତ, ଇ-ଫାଇଲିଂରେ ପଞ୍ଜୀକୃତ ପ୍ରାଥମିକ ମୋବାଇଲ୍ ନମ୍ବର / ଇମେଲ୍ ID କିମ୍ବା ଆଧାର ସହ ସଂଯୁକ୍ତ ମୋବାଇଲ୍ ନମ୍ବରକୁ ପ୍ରାପ୍ତ ହୋଇଥିବା OTP ମାଧ୍ୟମରେ ଅତିରିକ୍ତ ପ୍ରାମାଣିକୀକରଣ କରିବାକୁ ପଡ଼ିବ। ତେବେ, ଯେଉଁ କରଦାତାଙ୍କ ପାଖରେ ଏପରି ମୋବାଇଲ୍ ନମ୍ବର କିମ୍ବା ଇମେଲ୍‌ର ପ୍ରବେଶାଧିକାର ନଥାଇପାରେ, ସେମାନଙ୍କୁ ଅସୁବିଧାରୁ ରକ୍ଷା କରିବା ପାଇଁ ପ୍ରାରମ୍ଭିକ ସମୟରେ ଦ୍ଵିତୀୟ କାରକ ପ୍ରାମାଣିକୀକରଣକୁ ନିଷ୍କ୍ରିୟ ରଖାଯିବ। ଏହି ସମୟ ମଧ୍ୟରେ, ଦୁଇ-ପର୍ଯ୍ୟାୟ ପ୍ରାମାଣିକୀକରଣ ସକ୍ରିୟ ହେବା ପରେ ଯେପରି ସୁଗମ ଭାବରେ ଲଗ୍‌ଇନ୍ କରିହେବ, ସେଥିପାଇଁ କରଦାତାମାନଙ୍କୁ ସେମାନଙ୍କ ପ୍ରୋଫାଇଲ୍‌ରେ ନିଜସ୍ୱ ମୋବାଇଲ୍ ନମ୍ବର ଏବଂ ଇମେଲ୍ IDକୁ ପ୍ରାଥମିକ ମୋବାଇଲ୍ ନମ୍ବର / ଇମେଲ୍ ID ଭାବରେ ଅପଡେଟ କରିବାକୁ ଅନୁରୋଧ କରାଯାଉଛି।

2. ଏହି ସେବାର ଲାଭ ଉଠାଇବା ପାଇଁ ପ୍ରାକ୍ ଆବଶ୍ୟକତାଗୁଡ଼ିକ

  • ସାଧାରଣ ପ୍ରାକ୍ ଆବଶ୍ୟକତାଗୁଡ଼ିକ
    • ଇ-ଫାଇଲିଂ ପୋର୍ଟାଲ୍‌ରେ ଆପଣ ଜଣେ ପଞ୍ଜୀକୃତ ୟୁଜର୍ ହୋଇଥିବା ଉଚିତ୍।
    • ଇ-ଫାଇଲିଂ ପୋର୍ଟାଲ୍‌ରେ ବୈଧ ୟୁଜର୍ ID ଏବଂ ପାସ୍‌ୱାର୍ଡ।
  • ନେଟ୍‌ବ୍ୟାଙ୍କିଙ୍ଗ ବ୍ୟବହାର
    • ନେଟ୍‌ବ୍ୟାଙ୍କିଙ୍ଗ ମାଧ୍ୟମରେ ଲଗ୍‌ଇନ୍ କରିବା ପାଇଁ (କେବଳ ବ୍ୟକ୍ତିବିଶେଷ ୟୁଜର୍ ମାନଙ୍କ କ୍ଷେତ୍ରରେ) ଆପଣଙ୍କ ପ୍ୟାନ୍‌ କୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ସଂଯୁକ୍ତ କରିଥିବା ଆବଶ୍ୟକ ଏବଂ ଆପଣ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ଦରକାର।
  • DSC ବ୍ୟବହାର
    • ବୈଧ ଏବଂ ସକ୍ରିୟ DSC ଥିବା ସହିତ ଏହା ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ଆବଶ୍ୟକ।
    • ଆପଣଙ୍କ ସିଷ୍ଟମରେ ଏମ୍‌ସାଇନର୍ ଇନଷ୍ଟଲ୍ ହୋଇଥିବା ଏବଂ ଚାଲୁ ଅବସ୍ଥାରେ ଥିବା ଦରକାର।
    • DSC USB ଟୋକନ୍‌କୁ କମ୍ପ୍ୟୁଟର ସହ ସଂଯୋଗ କରାଯାଇଥିବା ଆବଶ୍ୟକ।
    • DSC ଭାରତର ଏକ ପ୍ରମାଣନ କର୍ତ୍ତୃପକ୍ଷ ପ୍ରଦାନକାରୀଙ୍କଠାରୁ ପ୍ରାପ୍ତ ହୋଇଥିବା ଦରକାର।
    • DSC USB ଟୋକନ୍‌ରେ ବର୍ଗ 2 କିମ୍ବା ବର୍ଗ 3 ପ୍ରମାଣପତ୍ର ଥିବା ଆବଶ୍ୟକ।

3. ସୋପାନ-ଅନୁଯାୟୀ ମାର୍ଗଦର୍ଶିକା

ଆବଶ୍ୟକ ଲଗ୍‌ଇନ୍ ପଦ୍ଧତି ଜାଣିବା ପାଇଁ ନିମ୍ନ ସାରଣୀକୁ ଦେଖନ୍ତୁ:

ଇ-ଫାଇଲିଂ ପାସ୍‌ୱାର୍ଡ ବ୍ୟବହାର କରି ଲଗ୍‌ଇନ୍‌ କରନ୍ତୁ ଧାରା 3.1 ଦେଖନ୍ତୁ
ଆଧାର OTP ବ୍ୟବହାର କରି ଲଗ୍‌ଇନ୍ କରନ୍ତୁ (ଇ-ଫାଇଲିଂ ଭଲ୍ଟ ଉଚ୍ଚ ସୁରକ୍ଷା ବିକଳ୍ପ ସକ୍ଷମ ହୋଇଥିବା ମାମଲା ସମେତ) ଧାରା 3.2 ଦେଖନ୍ତୁ
ନେଟ୍‌ବ୍ୟାଙ୍କିଙ୍ଗ ବ୍ୟବହାର କରି ଲଗ୍‌ଇନ୍ କରନ୍ତୁ (ଇ-ଫାଇଲିଂ ଭଲ୍ଟ ଉଚ୍ଚ ସୁରକ୍ଷା ବିକଳ୍ପ ସକ୍ଷମ ହୋଇଥିବା ମାମଲା ସମେତ) ଧାରା 3.3 ଦେଖନ୍ତୁ
ବ୍ୟାଙ୍କ / ଡିମାଟ୍ ଆକାଉଣ୍ଟ ବ୍ୟବହାର କରି ଲଗ୍‌ଇନ୍ କରନ୍ତୁ (ଯେତେବେଳେ ଇ-ଫାଇଲିଂ ଭଲ୍ଟ ଉଚ୍ଚ ସୁରକ୍ଷା ବିକଳ୍ପ ସକ୍ଷମ ହୋଇଥାଏ) ଧାରା 3.4 ଦେଖନ୍ତୁ
DSC ବ୍ୟବହାର କରି ଲଗ୍‌ଇନ୍ କରନ୍ତୁ (ଯେତେବେଳେ ଇ-ଫାଇଲିଂ ଭଲ୍ଟ ଉଚ୍ଚ ସୁରକ୍ଷା ବିକଳ୍ପ ସକ୍ଷମ ହୋଇଥାଏ) ଧାରା 3.5 ଦେଖନ୍ତୁ
କରଦାତାଙ୍କ ବ୍ୟତୀତ ଅନ୍ୟ ୟୁଜର୍ ମାନଙ୍କ (CA, ERI, ବାହ୍ୟ ଏଜେନ୍ସି, ଟାନ୍ ୟୁଜର୍ ଏବଂ ITDREIN ୟୁଜର୍) ପାଇଁ ଲଗ୍‌ଇନ୍ ଧାରା 3.6 ଦେଖନ୍ତୁ


3.1 ଇ-ଫାଇଲିଂ ପାସ୍‌ୱାର୍ଡ ବ୍ୟବହାର କରି ଲଗଇନ୍ କରନ୍ତୁ

ସୋପାନ 1: ଇ-ଫାଇଲିଂ ପୋର୍ଟାଲର ମୂଳ ପେଜ୍ କୁ ଯାଇ ଲଗଇନ୍ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 2: ଆପଣଙ୍କ ୟୁଜର୍ ID ଭରନ୍ତୁ ଟେକ୍ସଟ୍ ବକ୍ସରେ ଆପଣଙ୍କ ପ୍ୟାନ୍‌ ଦାଖଲ କରନ୍ତୁ ଏବଂ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 3: ଆପଣଙ୍କ ସୁରକ୍ଷିତ ଆକ୍ସେସ୍‌ ସନ୍ଦେଶ ନିଶ୍ଚିତ କରନ୍ତୁ। ଆପଣଙ୍କ ପାସ୍‌ୱାର୍ଡ ଦାଖଲ କରି ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସଫଳ ଅଧିପ୍ରାମାଣିକିକରଣ ପରେ ଇ-ଫାଇଲିଂ ଡ୍ୟାଶ୍‌ବୋର୍ଡ ପ୍ରଦର୍ଶିତ ହେବ।

Data responsive

ବ୍ୟକ୍ତିବିଶେଷ ୟୁଜରମାନଙ୍କ ପାଇଁ, ଯଦି ପ୍ୟାନ୍‌ ଆଧାର ସହ ସଂଯୁକ୍ତ ହୋଇନଥାଏ, ତେବେ ଏକ ପପ୍-ଅପ୍ ସନ୍ଦେଶ ପ୍ରଦର୍ଶିତ ହେବ ଯେ ଆପଣଙ୍କ ପ୍ୟାନ୍‌ ଆଧାର ସହ ସଂଯୁକ୍ତ ନ ଥିବାରୁ ଅକାମୀ ହୋଇଯାଇଛି।

ପ୍ୟାନ୍‌ କୁ ଆଧାର ସହ ଲିଙ୍କ କରିବା ପାଇଁ ବର୍ତ୍ତମାନ ଲିଙ୍କ କରନ୍ତୁ ବଟନ୍ ଉପରେ କ୍ଲିକ୍ କରନ୍ତୁ, ଅନ୍ୟଥା ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

3.2 ଆଧାର OTP ବ୍ୟବହାର କରି ଲଗ୍‌ଇନ୍ କରନ୍ତୁ (ଇ-ଫାଇଲିଂ ଭଲ୍ଟ ଉଚ୍ଚ ସୁରକ୍ଷା ବିକଳ୍ପ ସକ୍ଷମ ହୋଇଥିବା ମାମଲା ସମେତ)

ସୋପାନ 1: ଇ-ଫାଇଲିଂ ପୋର୍ଟାଲର ମୂଳ ପେଜ୍ କୁ ଯାଇ ଲଗଇନ୍ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 2: ଆପଣଙ୍କ ୟୁଜର୍ ID ଭରନ୍ତୁ ଟେକ୍ସଟ୍ ବକ୍ସରେ ଆପଣଙ୍କ ପ୍ୟାନ୍‌ ଦାଖଲ କରନ୍ତୁ ଏବଂ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 3: ଆପଣଙ୍କ ସୁରକ୍ଷିତ ଆକ୍ସେସ୍‌ ସନ୍ଦେଶ ନିଶ୍ଚିତ କରନ୍ତୁ। ଆପଣଙ୍କ ପାସ୍‌ୱାର୍ଡ ଦାଖଲ କରି ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 4: ଯଦି ଆପଣଙ୍କ ପାଖରେ ପୂର୍ବରୁ OTP ଉପଲବ୍ଧ ଅଛି, ତେବେ ମୋର ପୂର୍ବରୁ ଆଧାର ପଞ୍ଜୀକୃତ ମୋବାଇଲ ନମ୍ବର ଉପଲବ୍ଧ ଅଛି ବିକଳ୍ପକୁ ଚୟନ କରି ସୋପାନ 5କୁ ଯାଆନ୍ତୁ। ଯଦି ବୈଧ OTP ଉପଲବ୍ଧ ନାହିଁ, ତେବେ OTP ଜେନେରେଟ୍ କରନ୍ତୁ ଉପରେ କ୍ଲିକ୍ କରି ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 5: ଆପଣଙ୍କ ପରିଚୟ ଭେରିଫାଏ କରନ୍ତୁ ପେଜ୍ ରେ ମୋର ଆଧାର ବିବରଣୀର ଯାଞ୍ଚ ପାଇଁ ମୁଁ ସମ୍ମତି ପ୍ରଦାନ କରୁଛି ଉପରେ କ୍ଲିକ୍ କରନ୍ତୁ, ତାପରେ ଆଧାର OTP ଜେନେରେଟ୍ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 6: ଆଧାର ସହ ପଞ୍ଜୀକୃତ ଆପଣଙ୍କ ମୋବାଇଲ୍ ନମ୍ବରକୁ ପ୍ରାପ୍ତ 6 ଅଙ୍କ ବିଶିଷ୍ଟ OTP ଦାଖଲ କରନ୍ତୁ ଏବଂ ଲଗଇନ୍ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସଫଳ ଅଧିପ୍ରାମାଣିକିକରଣ ପରେ ଆପଣଙ୍କୁ ଇ-ଫାଇଲିଂ ଡ୍ୟାଶ୍‌ବୋର୍ଡ କୁ ନିଆଯିବ।

ଯଦି ଆପଣଙ୍କ ପ୍ୟାନ୍‌ ଆଧାର ସହ ସଂଯୁକ୍ତ ହୋଇନଥାଏ, ତେବେ ଆପଣଙ୍କ ପ୍ୟାନ୍‌ ଆଧାର ସହ ସଂଯୁକ୍ତ ନ ଥିବାରୁ ଏହାକୁ ନିଷ୍କ୍ରିୟ କରାଯାଇଛି ବୋଲି ଏକ ପପ୍-ଅପ୍ ବାର୍ତ୍ତା ପ୍ରଦର୍ଶିତ ହେବ।

ପ୍ୟାନ୍‌ କୁ ଆଧାର ସହ ସଂଯୁକ୍ତ କରିବା ପାଇଁ ବର୍ତ୍ତମାନ ଲିଙ୍କ କରନ୍ତୁ ବଟନ୍ ଉପରେ କ୍ଲିକ୍ କରନ୍ତୁ, ଅନ୍ୟଥା ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

3.3 ନେଟ୍‌ବ୍ୟାଙ୍କିଙ୍ଗ ବ୍ୟବହାର କରି ଲଗ୍‌ଇନ୍ କରନ୍ତୁ (ଇ-ଫାଇଲିଂ ଭଲ୍ଟ ବିକଳ୍ପ ସକ୍ଷମ ହୋଇଥିବା ମାମଲା ସମେତ)

ସୋପାନ 1: ଇ-ଫାଇଲିଂ ପୋର୍ଟାଲର ମୂଳ ପେଜ୍ କୁ ଯାଇ ଲଗଇନ୍ କରନ୍ତୁ ଉପରେ କ୍ଲିକ୍ କରନ୍ତୁ। ଯଦି ନେଟ୍‌ବ୍ୟାଙ୍କିଙ୍ଗକୁ ଉଚ୍ଚତର ସୁରକ୍ଷା ବିକଳ୍ପ ଭାବରେ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ୟୁଜର୍ ID ଏବଂ ପାସ୍‌ୱାର୍ଡ ଦାଖଲ କରି ଉଚ୍ଚତର ସୁରକ୍ଷା ବିକଳ୍ପ ପେଜ୍ ରେ ନେଟ୍‌ବ୍ୟାଙ୍କିଙ୍ଗ ମାଧ୍ୟମରେ ଉପରେ କ୍ଲିକ୍ କରନ୍ତୁ ଏବଂ ସୋପାନ 3କୁ ଯାଆନ୍ତୁ।

Data responsive

ସୋପାନ 2: ଯଦି ଆପଣ ଇ-ଫାଇଲିଂ ଭଲ୍ଟର ଉଚ୍ଚତର ସୁରକ୍ଷା ବିକଳ୍ପକୁ ଚୟନ କରିନାହାନ୍ତି, ତେବେ ପେଜ୍ ର ତଳ ଭାଗରେ ଆକାଉଣ୍ଟ ଆକ୍ସେସ୍ କାରବାର ଅନ୍ୟାନ୍ୟ ଉପାୟ ଅଧୀନରେ ଥିବା ନେଟ୍‌ବ୍ୟାଙ୍କିଙ୍ଗ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 3: ନିଜ ପସନ୍ଦର ବ୍ୟାଙ୍କକୁ ଚୟନ କରି ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 4: ଅସ୍ୱୀକରଣକୁ ପଢ଼ନ୍ତୁ ଏବଂ ବୁଝନ୍ତୁ। ତାପରେ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 5: ଆପଣଙ୍କ ନେଟ୍‌ବ୍ୟାଙ୍କିଙ୍ଗ ୟୁଜର୍ ID ଏବଂ ପାସ୍‌ୱାର୍ଡ ବ୍ୟବହାର କରି ନିଜ ନେଟ୍‌ବ୍ୟାଙ୍କିଙ୍ଗରେ ଲଗ୍‌ଇନ୍ କରନ୍ତୁ। 

ସୋପାନ 6: ଲଗ୍‌ଇନ୍ କରିବା ପରେ ବ୍ୟାଙ୍କର ୱେବସାଇଟ୍‌ରେ ଥିବା ଇ-ଫାଇଲିଂ ପୋର୍ଟାଲର ଲିଙ୍କକୁ ଚୟନ କରନ୍ତୁ। ଏହାପରେ ଆପଣଙ୍କୁ ଇ-ଫାଇଲିଂ ଡ୍ୟାଶ୍‌ବୋର୍ଡ କୁ ନିଆଯିବ।

Data responsive

ବ୍ୟକ୍ତିଗତ ୟୁଜର୍ ମାନଙ୍କ କ୍ଷେତ୍ରରେ, ଯଦି ପ୍ୟାନ୍‌ ଆଧାର ସହ ସଂଯୁକ୍ତ ହୋଇନଥାଏ, ତେବେ ଆପଣଙ୍କ ପ୍ୟାନ୍‌ ଆଧାର ସହ ସଂଯୁକ୍ତ ନ ଥିବାରୁ ଏହାକୁ ନିଷ୍କ୍ରିୟ କରାଯାଇଛି ବୋଲି ଏକ ପପ୍-ଅପ୍ ବାର୍ତ୍ତା ପ୍ରଦର୍ଶିତ ହେବ।

ପ୍ୟାନ୍‌ କୁ ଆଧାର ସହ ସଂଯୁକ୍ତ କରିବା ପାଇଁ ବର୍ତ୍ତମାନ ଲିଙ୍କ କରନ୍ତୁ ବଟନ୍ ଉପରେ କ୍ଲିକ୍ କରନ୍ତୁ, ଅନ୍ୟଥା ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

3.4 ଆଧାର OTP ବ୍ୟବହାର କରି ଲଗ୍‌ଇନ୍ କରନ୍ତୁ (ଯେତେବେଳେ ଇ-ଫାଇଲିଂ ଭଲ୍ଟ ଉଚ୍ଚ ସୁରକ୍ଷା ବିକଳ୍ପ ସକ୍ଷମ ହୋଇଥାଏ)

ସୋପାନ 1: ଇ-ଫାଇଲିଂ ପୋର୍ଟାଲର ମୂଳ ପେଜ୍ କୁ ଯାଇ ଲଗଇନ୍ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 2: ଆପଣଙ୍କ ୟୁଜର୍ ID ଭରନ୍ତୁ ଟେକ୍ସଟ୍ ବକ୍ସରେ ଆପଣଙ୍କ ପ୍ୟାନ୍‌ ଦାଖଲ କରନ୍ତୁ ଏବଂ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 3: ଆପଣଙ୍କ ସୁରକ୍ଷିତ ଆକ୍ସେସ୍‌ ସନ୍ଦେଶ ନିଶ୍ଚିତ କରନ୍ତୁ। ଆପଣଙ୍କ ପାସ୍‌ୱାର୍ଡ ଦାଖଲ କରି ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 4: ବ୍ୟାଙ୍କ ଆକାଉଣ୍ଟ EVC କିମ୍ବା ଡିମାଟ୍ ଆକାଉଣ୍ଟ EVC ବିକଳ୍ପକୁ ଚୟନ କରି ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 5: ଯଦି ଆପଣଙ୍କ ପାଖରେ EVC ନାହିଁ, ତେବେ EVC ଜେନେରେଟ୍ କରନ୍ତୁ ଉପରେ କ୍ଲିକ୍ କରନ୍ତୁ। ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ / ଡିମାଟ୍ ଆକାଉଣ୍ଟ ସହ ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ EVC ପ୍ରାପ୍ତ ହେବ।

Data responsive

ଟିପ୍ପଣୀ: ଯଦି ଆପଣଙ୍କ ପାଖରେ ପୂର୍ବରୁ ଏକ EVC ଅଛି, ତେବେ ପାଖରେ ପୂର୍ବରୁ EVC ଅଛି ବିକଳ୍ପକୁ ଚୟନ କରନ୍ତୁ।

ସୋପାନ 6: EVC ଦାଖଲ କରି ଲଗଇନ୍ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସଫଳ ଅଧିପ୍ରାମାଣିକିକରଣ ପରେ ଆପଣଙ୍କୁ ଇ-ଫାଇଲିଂ ଡ୍ୟାଶ୍‌ବୋର୍ଡ କୁ ନିଆଯିବ।

Data responsive

ବ୍ୟକ୍ତିଗତ ୟୁଜର୍ ମାନଙ୍କ କ୍ଷେତ୍ରରେ, ଯଦି ପ୍ୟାନ୍‌ ଆଧାର ସହ ସଂଯୁକ୍ତ ହୋଇନଥାଏ, ତେବେ ଆପଣଙ୍କ ପ୍ୟାନ୍‌ ଆଧାର ସହ ସଂଯୁକ୍ତ ନ ଥିବାରୁ ଏହାକୁ ନିଷ୍କ୍ରିୟ କରାଯାଇଛି ବୋଲି ଏକ ପପ୍-ଅପ୍ ବାର୍ତ୍ତା ପ୍ରଦର୍ଶିତ ହେବ।

ପ୍ୟାନ୍‌ କୁ ଆଧାର ସହ ସଂଯୁକ୍ତ କରିବା ପାଇଁ ବର୍ତ୍ତମାନ ଲିଙ୍କ କରନ୍ତୁ ବଟନ୍ ଉପରେ କ୍ଲିକ୍ କରନ୍ତୁ, ଅନ୍ୟଥା ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

3.2 DSC ବ୍ୟବହାର କରି ଲଗ୍‌ଇନ୍ କରନ୍ତୁ (ଯେତେବେଳେ ଇ-ଫାଇଲିଂ ଭଲ୍ଟ ଉଚ୍ଚ ସୁରକ୍ଷା ବିକଳ୍ପ ସକ୍ଷମ ହୋଇଥାଏ)

ସୋପାନ 1: ଇ-ଫାଇଲିଂ ପୋର୍ଟାଲର ମୂଳ ପେଜ୍ କୁ ଯାଇ ଲଗଇନ୍ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 2: ଆପଣଙ୍କ ୟୁଜର୍ ID ଭରନ୍ତୁ ଟେକ୍ସଟ୍ ବକ୍ସରେ ଆପଣଙ୍କ ପ୍ୟାନ୍‌ ଦାଖଲ କରନ୍ତୁ ଏବଂ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 3: ଆପଣଙ୍କ ସୁରକ୍ଷିତ ଆକ୍ସେସ୍‌ ସନ୍ଦେଶ ନିଶ୍ଚିତ କରନ୍ତୁ। ଆପଣଙ୍କ ପାସ୍‌ୱାର୍ଡ ଦାଖଲ କରି ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 4: DSC ବିକଳ୍ପଗୁଡ଼ିକ ବିକଳ୍ପକୁ ଚୟନ କରି ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 5: ଆବଶ୍ୟକତାନୁସାରେ ନୂତନ DSC କିମ୍ବା ପଞ୍ଜୀକୃତ DSC (ଆବଶ୍ୟକତା ଅନୁସାରେ) ବିକଳ୍ପକୁ ଚୟନ କରି ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ। ଅଧିକ ସୂଚନା ପାଇଁ ପଞ୍ଜୀକୃତ DSCୟୁଜର୍ ମାନୁଆଲ୍‌କୁ ଦେଖନ୍ତୁ। 

Data responsive

ସୋପାନ 6: ମୁଁ ଏମ୍‌ସାଇନର୍ ଉପଯୋଗିତା ଡାଉନଲୋଡ୍ ଏବଂ ଇନଷ୍ଟଲ୍ କରିଛି ବିକଳ୍ପକୁ ଚୟନ କରି ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ଟିପ୍ପଣୀ: ପେଜ୍ ର ତଳ ଭାଗରେ ଥିବା ହାଇପରଲିଙ୍କ ବ୍ୟବହାର କରି ଆପଣ ଉପଯୋଗିତାକୁ ଡାଉନଲୋଡ୍ ଏବଂ ଇନଷ୍ଟଲ୍ କରିପାରିବେ।

ସୋପାନ 7: ଡାଟା ସାଇନ ପେଜ୍ ରେ ପ୍ରଦାତା ଏବଂ ପ୍ରମାଣପତ୍ର ଚୟନ କରନ୍ତୁ। ପ୍ରଦାତା ପାସୱାର୍ଡ୍ ଦାଖଲ କରି ସାଇନ ଉପରେ କ୍ଲିକ୍ କରନ୍ତୁ।

Data responsive

 ସଫଳ ଯାଞ୍ଚ ପରେ ଆପଣଙ୍କୁ ଇ-ଫାଇଲିଂ ଡ୍ୟାଶ୍‌ବୋର୍ଡ କୁ ନିଆଯିବ।

Data responsive

ବ୍ୟକ୍ତିଗତ ୟୁଜର୍ ମାନଙ୍କ କ୍ଷେତ୍ରରେ, ଯଦି ପ୍ୟାନ୍‌ ଆଧାର ସହ ସଂଯୁକ୍ତ ହୋଇନଥାଏ, ତେବେ ଆପଣଙ୍କ ପ୍ୟାନ୍‌ ଆଧାର ସହ ସଂଯୁକ୍ତ ନ ଥିବାରୁ ଏହାକୁ ନିଷ୍କ୍ରିୟ କରାଯାଇଛି ବୋଲି ଏକ ପପ୍-ଅପ୍ ବାର୍ତ୍ତା ପ୍ରଦର୍ଶିତ ହେବ।

ପ୍ୟାନ୍‌ କୁ ଆଧାର ସହ ସଂଯୁକ୍ତ କରିବା ପାଇଁ ବର୍ତ୍ତମାନ ଲିଙ୍କ କରନ୍ତୁ ବଟନ୍ ଉପରେ କ୍ଲିକ୍ କରନ୍ତୁ, ଅନ୍ୟଥା ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

3.6 କରଦାତାଙ୍କ ବ୍ୟତୀତ ଅନ୍ୟ ୟୁଜର୍ ମାନଙ୍କ (CA, ERI, ବାହ୍ୟ ଏଜେନ୍ସି, ଟାନ୍ ୟୁଜର୍ ଏବଂ ITDREIN ୟୁଜର୍) ପାଇଁ ଲଗ୍‌ଇନ୍

ସୋପାନ 1: ଇ-ଫାଇଲିଂ ପୋର୍ଟାଲର ମୂଳ ପେଜ୍ କୁ ଯାଇ ଲଗଇନ୍ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 2: ଆପଣଙ୍କ ୟୁଜର୍ ID ଭରନ୍ତୁ ଟେକ୍ସଟ୍ ବକ୍ସରେ ଆପଣଙ୍କ ପ୍ୟାନ୍‌ ଦାଖଲ କରନ୍ତୁ ଏବଂ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ଟିପ୍ପଣୀ:ବିଭିନ୍ନ ପ୍ରକାରର ୟୁଜର୍ ମାନଙ୍କ ପାଇଁ ୟୁଜର୍ ID ନିମ୍ନ ସାରଣୀରେ ଦିଆଯାଇଛି:

କ୍ର. ସଂ.

ୟୁଜର୍

ୟୁଜର୍ ID

1

CA

ARCA ପରେ 6 ଅଙ୍କ ବିଶିଷ୍ଟ ସଦସ୍ୟତା ସଂଖ୍ୟା।

2

କର ରିହାତିକାରୀ ଓ କଲେକ୍ଟର

ଟାନ୍

3

ERI

ERIP ପରେ 6 ଅଙ୍କ ବିଶିଷ୍ଟ ସଂଖ୍ୟା,

4

ଏକ୍ସଟର୍ନାଲ ଏଜେନ୍ସି

EXTA ପରେ 6 ଅଙ୍କ ବିଶିଷ୍ଟ ସଂଖ୍ୟା।

5

ITDREIN ୟୁଜର୍

ରିପୋର୍ଟିଂ ସୂଚିତ କରିବା ସଂସ୍ଥାର ପ୍ୟାନ୍/ଟାନ୍ ପରେ 2ଟି ଇଂରାଜୀ ଅକ୍ଷର ଏବଂ 3ଟି ଅଙ୍କ;

ସୋପାନ 3: ସୁରକ୍ଷିତ ଆକ୍ସେସ୍‌ ସନ୍ଦେଶ ନିଶ୍ଚିତ କରନ୍ତୁ। ଆପଣଙ୍କ ପାସ୍‌ୱାର୍ଡ ଦାଖଲ କରି ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ଆଗକୁ ବଢ଼ିବା ପାଇଁ ନିମ୍ନ ସାରଣୀକୁ ଦେଖନ୍ତୁ:

ଇ-ଫାଇଲିଂ ପାସ୍‌ୱାର୍ଡ ବ୍ୟବହାର କରି ଲଗ୍‌ଇନ୍ କରନ୍ତୁ ବିଭାଗ 3.1 ଦେଖନ୍ତୁ
ଆଧାର OTP ବ୍ୟବହାର କରି ଲଗ୍‌ଇନ୍ କରନ୍ତୁ ଧାରା 3.2 ଦେଖନ୍ତୁ
ନେଟ୍‌ବ୍ୟାଙ୍କିଙ୍ଗ ବ୍ୟବହାର କରି ଲଗ୍‌ଇନ୍ କରନ୍ତୁ ଧାରା 3.3 ଦେଖନ୍ତୁ
ବ୍ୟାଙ୍କ / ଡିମାଟ୍ ଆକାଉଣ୍ଟ ବ୍ୟବହାର କରି ଲଗଇନ୍ କରନ୍ତୁ ଧାରା 3.4 ଦେଖନ୍ତୁ
DSC ବ୍ୟବହାର କରି ଲଗଇନ୍ କରନ୍ତୁ ଧାରା 3.5 ଦେଖନ୍ତୁ

4. ସମ୍ପର୍କିତ ବିଷୟଗୁଡ଼ିକ