ଅଭିଯୋଗ ଦାଖଲ କରନ୍ତୁ
(ଆପଣଙ୍କ ସମସ୍ୟା, ଆମର ପ୍ରାଥମିକତା)
(ଆପଣଙ୍କ ସମସ୍ୟା, ଆମର ପ୍ରାଥମିକତା)
Frequently Asked Questions
ଅଭିଯୋଗ କିପରି ଉତ୍ଥାପନ କରିବେ – FAQs
1. ଯଦି ମୁଁ ଇ-ଫାଇଲିଂ ପୋର୍ଟାଲ୍ରେ ପଞ୍ଜୀକୃତ ହୋଇନାହିଁ, ତେବେ ମଧ୍ୟ କଣ ମୁଁ ଅଭିଯୋଗ ଦାଖଲ କରିପାରିବି?
ହଁ, ଯଦି ଆପଣ ଇ-ଫାଇଲିଂ ପୋର୍ଟାଲ୍ରେ ପଞ୍ଜୀକୃତ ହୋଇନାହାନ୍ତି, ତେବେ ମଧ୍ୟ ଆପଣ ଅଭିଯୋଗ ଦାଖଲ କରିପାରିବେ।
2. ଦାଖଲ କରାଯାଇଥିବା ଅଭିଯୋଗର ସ୍ଥିତି ମୁଁ କିପରି ଯାଞ୍ଚ କରିବି?
ଆପଣ ଲଗ୍ଇନ୍ କରିବା ପୂର୍ବରୁ ଏବଂ ଲଗ୍ଇନ୍ କରିବା ପରେ, ଏହି ଦୁଇଟିଯାକ ଉପାୟରେ ନିଜ ଅଭିଯୋଗର ସ୍ଥିତି ଯାଞ୍ଚ କରିପାରିବେ।
3.ଇ-ଫାଇଲିଂ ପୋର୍ଟାଲ୍ରେ ମୁଁ କେଉଁ କେଉଁ ବିଭାଗର ସମସ୍ୟା ପାଇଁ ଅଭିଯୋଗ ଦାଖଲ କରିପାରିବି?
ଆପଣ ନିମ୍ନଲିଖିତ ବିଭାଗଗୁଡ଼ିକର ସମସ୍ୟା ପାଇଁ ଅଭିଯୋଗ ଉତ୍ଥାପନ କରିପାରିବେ:
- ଇ-ଫାଇଲିଂ
- AO
- CPC-TDS
- CPC-ITR
4. ଅଭିଯୋଗ ଉତ୍ଥାପିତ କରିବା ପାଇଁ କଣ ମୋତେ ଇ-ଯାଞ୍ଚ କରିବା ଜରୁରୀ?
ନା, ଆପଣଙ୍କୁ ଇ-ଯାଞ୍ଚ କରିବା ଆବଶ୍ୟକ ନାହିଁ ।
|
Detailed guides and documentation