ପ୍ରିୟ କରଦାତା,
ଆମେ ଆଶା କରୁଛୁ ଆପଣ କୁଶଳରେ ଥିବେ।
ଏହା ଆପଣଙ୍କୁ ଜଣାଇ ଦିଆଯାଉଛି ଯେ ଆପଣଙ୍କ ଦ୍ୱାରା FILED_DATE▾ ରେ ସ୍ୱୀକୃତି ନମ୍ବର: ACKNOWLEDGEMENT▾ ସହିତ ଦାଖଲ କରାଯାଇଥିବା ଆୟକର ରିଟର୍ଣ୍ଣ ଆମର ହସ୍ତଗତ ହୋଇଛି।
ଅଥଚ, ଏକ ବୈଷୟିକ ତ୍ରୁଟି ହେତୁ ଭୌତିକ ITR-V ଫର୍ମରେ ନିର୍ଦ୍ଧାରଣ ବର୍ଷ (A.Y.) ଭୁଲ କ୍ରମେ 2024–25 ଭାବରେ ପ୍ରଦର୍ଶିତ ହୋଇଛି, ଯେତେବେଳେକି ନିର୍ଦ୍ଧାରଣ ବର୍ଷ 2025–26ପାଇଁ ରିଟର୍ଣ୍ଣ ଫାଇଲ୍ କରାଯାଇଥିଲା।
ଆମେ ଅସୁବିଧା ପାଇଁ ଆନ୍ତରିକତା ସହିତ କ୍ଷମାପ୍ରାର୍ଥନା କରୁଛୁ। ଯଦି ଆପଣ ITR- Vର ଦସ୍ତଖତ ହୋଇଥିବା ଭୌତିକ ନକଲ ପୂର୍ବରୁ ଦାଖଲ କରିସାରିଛନ୍ତି କିମ୍ୱା ଡାକ ଯୋଗେ ITR- Vର ନକଲ ପଠାଇବାକୁ ଚାହୁଛନ୍ତି, ତାହାହେଲେ ଆମେ ଅନୋରୋଧ କରୁଛି ଯେ ଦୟାକରି
1. ଇ-ଫାଇଲିଂ ପୋର୍ଟାଲରୁ ସଂଶୋଧିତ ITR-V ଫର୍ମ ପୁନଃ ଡାଉନଲୋଡ୍ କରନ୍ତୁ।
2. ଫର୍ମ ପ୍ରିଣ୍ଟ ଏବଂ ଦସ୍ତଖତ କରନ୍ତୁ।
3. ସତ୍ୟାପନ ପାଇଁ ନିମ୍ନଲିଖିତ ଠିକଣାରେ ଦସ୍ତଖତ ହୋଇଥିବା ITR-Vକୁ ପଠାନ୍ତୁ :
ସେଣ୍ଚ୍ରାଲାଇଜଡ୍ ପ୍ରୋସେସିଂ ସେଣ୍ଟର
ଆୟକର ବିଭାଗ
ବେଙ୍ଗାଲୁରୁ – 560500
କର୍ଣ୍ଣାଟକ
ଆପଣଙ୍କ ବୁଝାମଣା ଏବଂ ସହଯୋଗ ପାଇଁ ଧନ୍ୟବାଦ।
ଧନ୍ୟବାଦ ସହ,
ଇ-ଫାଇଲିଂ ଟିମ୍
ଆୟକର ବିଭାଗ