Do not have an account?
Already have an account?

1. ଅବଲୋକନ

ନିମ୍ନଲିଖିତ ପଞ୍ଜୀକୃତ ଉପଭୋକ୍ତାମାନଙ୍କ ପାଇଁ ITR ସ୍ଥିତିସେବା [ଲଗ୍‌ଇନ୍‌ ପୂର୍ବରୁ ଓ ଲଗ୍‌ଇନ୍‌ ପରେ] ଉପଲବ୍ଧ ରହିଛି:

  • ସମସ୍ତ କରଦାତା ସେମାନଙ୍କର PAN ବିରୁଦ୍ଧରେ ଦାଖଲ ହୋଇଥିବା ITR ପାଇଁ
  • ଏହିପରି ଏକ ଭୂମିକାରେ ସେମାନଙ୍କ ଦ୍ୱାରା ଫାଇଲ୍‍ ହୋଇଥିବା ITRଗୁଡ଼ିକ ପାଇଁ ଅଧିକୃତ ସ୍ୱାକ୍ଷରକାରୀ, ERI, ଏବଂ ପ୍ରତିନିଧି କରଦାତା

ଏହି ସେବା ଉପରୋକ୍ତ ଉପଭୋକ୍ତାମାନଙ୍କୁ ଫାଇଲ୍‍ ହୋଇଥିବା ITRଗୁଡ଼ିକର ବିବରଣୀ ଦେଖିବାକୁ ଅନୁମତି ଦିଏ:

  • ITR-V ପ୍ରାପ୍ତିସ୍ୱୀକୃତିପତ୍ର, ଅପଲୋଡ୍‍ ହୋ‍ଇଥିବା JSON [ଅଫ୍‌ଲାଇନ୍ ଉପଯୋଗିତାରୁ], PDFରେ ସମ୍ପୂର୍ଣ୍ଣ ITR ଫର୍ମ ଓ ଅବଗତିପତ୍ର କ୍ରମ ଦେଖିବା ଏବଂ ଡାଉନଲୋଡ୍‍ କରିବା ପାଇଁ
  • ସତ୍ୟାପନ ପାଇଁ ବିଚାରାଧୀନ ଥିବା ରିଟର୍ଣ୍ଣ (ଗୁଡିକ) ଦେଖିବା

2. ଏହି ସେବା ପ୍ରାପ୍ତ କରିବା ପାଇଁ ପ୍ରାକ୍ ଆବଶ୍ୟକତା

ଲଗ୍‌ଇନ୍‌ ପୂର୍ବରୁ:

  • ବୈଧ ପ୍ରାପ୍ତିସ୍ୱୀକାର ସଂଖ୍ୟା ସହିତ ଇ-ଫାଇଲିଂ ପୋର୍ଟାଲ୍‌ରେ ଅତିକମ୍‌ରେ ଗୋଟିଏ ITR ଦାଖଲ କରାଯାଇଛି
  • OTP ପାଇଁ ବୈଧ ମୋବାଇଲ ନମ୍ବର

ଲଗ୍‌ଇନ୍ ପରେ:

  • ବୈଧ ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ ସହିତ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ଉପଭୋକ୍ତା
  • ଇ-ଫାଇଲିଂ ପୋର୍ଟାଲ୍‌ରେ ଅତିକମ୍‌ରେ ଗୋଟିଏ ITR ଦାଖଲ କରାଯାଇଛି

3. ପ୍ରକ୍ରିୟା / ସୋପାନ କ୍ରମିକ ମାର୍ଗଦର୍ଶନ

3.1 ITR ସ୍ଥିତି [ଲଗ୍‌ଇନ୍‌ ପୂର୍ବରୁ]

ସୋପାନ 1: ଇ-ଫାଇଲିଂ ପୋର୍ଟାଲ୍ ମୂଳପୃଷ୍ଠାକୁ ଯାଆନ୍ତୁ।

Data responsive


ସୋପାନ 2: ଆୟକର ରିଟର୍ଣ୍ଣ (ITR) ସ୍ଥିତିରେ କ୍ଲିକ୍‍ କରନ୍ତୁ।

Data responsive


ସୋପାନ 3: ଆୟକର ରିଟର୍ଣ୍ଣ (ITR) ସ୍ଥିତି ପୃଷ୍ଠାରେ, ଆପଣଙ୍କର ପ୍ରାପ୍ତିସ୍ୱୀକାର ସଂଖ୍ୟା ଏବଂ ଏକ ବୈଧ ମୋବାଇଲ୍ ନମ୍ବର ଭରନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 4: ସୋପାନ 3ରେ ଭରାଯାଇଥିବା ଆପଣଙ୍କ ମୋବାଇଲ ନମ୍ବରରେ ପ୍ରାପ୍ତ ହୋ‍ଇଥିବା 6-ଅଙ୍କ ବିଶିଷ୍ଟ OTP ଭରନ୍ତୁ ଓ ଦାଖଲ କରନ୍ତୁରେ କ୍ଲିକ୍‍ କରନ୍ତୁ।

ଟିପ୍ପଣୀ:

  • OTP କେବଳ 15 ମିନିଟ୍ ପାଇଁ ବୈଧ ରହିବ।
  • ସଠିକ୍ OTP ପ୍ରବେଶ କରିବାକୁ ଆପଣଙ୍କର 3 ଟି ପ୍ରୟାସ ରହିଛି।
  • ସ୍କ୍ରିନରେ ଥିବା OTP ଏକ୍ସପାରି କାଉଣ୍ଟଡାଉନ୍‌ ଟାଇମର୍ ଆପଣଙ୍କୁ OTP ସମୟ ସମାପ୍ତି ସମ୍ପର୍କରେ ଜଣାଇଥାଏ।
  • ପୁନର୍ବାର OTP ପଠାନ୍ତୁରେ କ୍ଲିକ୍ କଲେ, ଏକ ନୂତନ OTP ଜେନେରେଟ୍ ହେବ ଏବଂ ପଠାଯିବ।
Data responsive

ବୈଧିକରଣ ସଫଳ ହେବା ପରେ, ଆପଣ ITR ସ୍ଥିତି ଦେଖିବାକୁ ସକ୍ଷମ ହେବେ।

Data responsive

ଯଦି ଆପଣଙ୍କ PAN ନିଷ୍କ୍ରିୟ ଅଛି, ତେବେ ରିଫଣ୍ଡ୍‌ କରା ଯାଇପାରିବ ନାହିଁ। ଧାରା 234H ଅଧୀନରେ ଆବଶ୍ୟକ ଶୁଳ୍କ ପୈଠ କରିବା ପରେ ଦୟାକରି ଆପଣଙ୍କ PANକୁ ଆଧାର ସହିତ ସଂଯୋଗ କରନ୍ତୁ।

Data responsive

3.2 ITR ସ୍ଥିତି [ଲଗ୍‌ଇନ୍‌ ପରେ]

ସୋପାନ 1: ଆପଣଙ୍କର ବୈଧ ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍‌ଇନ୍ କରନ୍ତୁ।

Data responsive

ବ୍ୟକ୍ତିଗତ ଉପଭୋକ୍ତାଙ୍କ ପାଇଁ, ଯଦି PAN ଆଧାର ସହିତ ସଂଲଗ୍ନ ହୋଇନଥାଏ, ତେବେ ଆପଣ ଏକ ପପ୍‌-ଅପ୍ ସନ୍ଦେଶ ଦେଖିବେ ଯେ ଆପଣଙ୍କ PAN ନିଷ୍କ୍ରିୟ ହୋଇଯାଇଛି କାରଣ ଏହା ଆପଣଙ୍କ ଆଧାର ସହିତ ସଂଲଗ୍ନ ହୋଇନାହିଁ।

ଆଧାର ସହିତ PAN ସଂଲଗ୍ନ କରିବାକୁ, ବର୍ତ୍ତମାନ ସଂଲଗ୍ନ କରନ୍ତୁ ଉପରେ କ୍ଲିକ୍ କରନ୍ତୁ ନଚେତ୍‌, ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

Data responsive

.ସୋପାନ 2: ଇ-ଫାଇଲ୍‌ କରନ୍ତୁ>ଆୟକର ରିଟର୍ଣ୍ଣ>ଫାଇଲ୍‍ ହୋ‍ଇଥିବା ରିଟର୍ଣ୍ଣ ଦେଖନ୍ତୁରେ କ୍ଲିକ୍‍ କରନ୍ତୁ।

Data responsive


ସୋପାନ 3: ଫାଇଲ୍‍ ହୋ‍ଇଥିବା ରିଟର୍ଣ୍ଣ ଦେଖନ୍ତୁ ପୃଷ୍ଠାରେ, ଆପଣ ଆପଣଙ୍କ ଦ୍ୱାରା ଫାଇଲ୍‍ କରାଯାଇଥିବା ସମସ୍ତ ରିଟର୍ଣ୍ଣ ଦେଖିବାକୁ ସକ୍ଷମ ହେବେ। ଆପଣ ITR-V ପ୍ରାପ୍ତିସ୍ୱୀକୃତିପତ୍ର, ଅପଲୋଡ୍‍ ହୋ‍ଇଥିବା JSON [ଅଫ୍‌ଲାଇନ୍ ଉପଯୋଗୀତାରୁ], PDF ରେ ସମ୍ପୂର୍ଣ୍ଣ ITR ଫର୍ମ ଓ ଅବଗତିପତ୍ର କ୍ରମ [ଡାହାଣ ପାର୍ଶ୍ୱରେ ଥିବା ବିକଳ୍ପଗୁଡ଼ିକୁ ବ୍ୟବହାର କରି] ଡାଉନଲୋଡ୍‍ କରିବାକୁ ସକ୍ଷମ ହେବେ।

Data responsive

ଟିପ୍ପଣୀ:

ଯଦି ଆପଣଙ୍କ PAN ନିଷ୍କ୍ରିୟ ଅଛି, ତେବେ ଆପଣ ଏକ ପପ୍-ଅପ୍ ସନ୍ଦେଶ ଦେଖିବେ ଯେ ଆପଣଙ୍କ PAN ନିଷ୍କ୍ରିୟ ଥିବାରୁ ଫେରସ୍ତ ଜାରି ହୋଇପାରିବ ନାହିଁ। ଆପଣ ବର୍ତ୍ତମାନ ସଂଲଗ୍ନ କରନ୍ତୁ ବଟନ୍ ଉପରେ କ୍ଲିକ୍ କରି ଆପଣଙ୍କ PAN ସଂଲଗ୍ନ କରିପାରିବେ ଅନ୍ୟଥା ଆପଣ ଜାରି ରଖନ୍ତୁରେ କ୍ଲିକ୍ କରିପାରିବେ।

Data responsive


ଟିପ୍ପଣୀ:

  • ବିଭିନ୍ନ ମାନଦଣ୍ଡ (ନିର୍ଦ୍ଧାରଣ ବର୍ଷ କିମ୍ବା ଫାଇଲ୍ କରିବା ପ୍ରକାର) ଉପରେ ଆଧାର କରି ଆପଣଙ୍କର ଫାଇଲ୍‍ ହୋଇଥିବା ରିଟର୍ଣ୍ଣ ଦେଖିବା ପାଇଁ ଫିଲ୍ଟର୍ କରନ୍ତୁରେ କ୍ଲିକ୍ କରନ୍ତୁ।
  • ଆପଣଙ୍କର ରିଟର୍ଣ୍ଣ ତଥ୍ୟ ଏକ୍ସେଲ ଫର୍ମାଟ୍‌ରେ ଏକ୍ସପୋର୍ଟ କରିବା ପାଇଁ ଏକ୍ସେଲରେ ଏକ୍ସପୋର୍ଟ କରନ୍ତୁରେ କ୍ଲିକ୍ କରନ୍ତୁ।
Data responsive
  • ରିଟର୍ଣ୍ଣର ଲାଇଫ୍‌ ସାଇକଲ୍‍ ଏବଂ ଏହା ସହିତ ଜଡିତ କାର୍ଯ୍ୟ ସାମଗ୍ରୀଗୁଡିକ (ଯଥା, ଇ-ସତ୍ୟାପନ ପାଇଁ ବିଚାରାଧୀନ ରିଟର୍ଣ୍ଣ) ଦେଖିବା ପାଇଁ ବିବରଣୀ ଦେଖନ୍ତୁରେ କ୍ଲିକ୍ କରନ୍ତୁ।
Data responsive

4. ସମ୍ପର୍କିତ ପ୍ରସଙ୍ଗଗୁଡ଼ିକ