ଦିନାଙ୍କିତିତ 28 ଜୁନ୍ 2023ର ପରିପତ୍ର ସଂଖ୍ୟା 09/2023 ମାଧ୍ୟମରେ ଆର୍ଥିକ ବର୍ଷ 2023-24ର ପ୍ରଥମ ତ୍ରୈମାସ ପାଇଁ ଫର୍ମ୍ 26Q ଏବଂ 27Q ଲାଗି TDS ଫାଇଲ୍ କରିବାର ନିର୍ଦ୍ଧାରିତ ଅନ୍ତିମ ତାରିଖକୁ 31 ଜୁଲାଇ 2023ରୁ 30 ସେପ୍ଟେମ୍ବର 2023କୁ ବୃଦ୍ଧି କରାଯାଇଛି ଏବଂ ଫର୍ମ୍ 27EQର ଧାର୍ଯ୍ୟ ତାରିଖ 15 ଜୁଲାଇ 2023 ରୁ 30 ସେପ୍ଟେମ୍ବର 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
- News-Thu, 06/29/2023 - 12:00
- News-Thu, 06/29/2023 - 12:00