ଆପଣଙ୍କ ପାସ୍‌‌ୱାର୍ଡ୍ ରିସେଟ୍ କରିବା ସମ୍ବନ୍ଧିତ ଉପଭୋକ୍ତା ମାନୁଆଲ୍

1.ସମୀକ୍ଷା

ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ସମସ୍ତ ୟୁଜର୍‌ଙ୍କ ପାଇଁ ପାସ୍‌ୱାର୍ଡ ଭୁଲିଯାଇଛନ୍ତି ସେବା ଉପଲବ୍ଧ । ଏହି ସେବା ମାଧ୍ୟମରେ ଆପଣ ଇ-ଫାଇଲିଂ OTP/ଆଧାର OTP/ ବ୍ୟାଙ୍କ ଆକାଉଣ୍ଟ EVC/ ଡିମାଟ୍ ଆକାଉଣ୍ଟ EVC/ ଡିଜିଟାଲ୍ ସ୍ୱାକ୍ଷର ପ୍ରମାଣପତ୍ର(DSC)/ ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଆପଣଙ୍କ ଇ-ଫାଇଲିଂ ପୋର୍ଟାଲ୍‌ର ପାସ୍‌ୱାର୍ଡ ରିସେଟ୍‌ କରିପାରିବେ ।

2. ଏହି ସେବା ଉପଲବ୍ଧ କରିବା ପାଇଁ ପ୍ରାକ୍ ଆବଶ୍ୟକତାଗୁଡ଼ିକ

  • ଇ-ଫାଇଲିଂ ପୋର୍ଟାଲରେ ବୈଧ ୟୁଜର୍ ID ଏବଂ ପାସ୍‌ୱାର୍ଡ ସହିତ ପଞ୍ଜୀକୃତ ହୋଇଥିବା ୟୁଜର୍

ଅଧିକନ୍ତୁ, ପ୍ରତ୍ୟେକ ବିକଳ୍ପର ପ୍ରାକ୍ ଆବଶ୍ୟକତାଗୁଡିକ ପାଇଁ ନିମ୍ନ ଟେବୁଲ୍‌କୁ ନିର୍ଦ୍ଦେଶିତ କରନ୍ତୁ:

ବିକଳ୍ପଗୁଡିକ ପ୍ରାକ୍ ଆବଶ୍ୟକତାଗୁଡ଼ିକ
ଆଧାର ସହିତ ପଞ୍ଜୀକୃତ ମୋବାଇଲ ନମ୍ବରରେ OTP ବ୍ୟବହାର କରି ଆପଣଙ୍କ ପାସ୍‌ୱାର୍ଡ ରିସେଟ୍
  • ପ୍ୟାନ୍‌ ସହିତ ଆଧାର ଲିଙ୍କ୍ ହୋଇଛି (ବ୍ୟକ୍ତିବିଶେଷ କରଦାତା)
  • ମୁଖ୍ୟ ଯୋଗାଯୋଗଙ୍କ ପ୍ୟାନ୍‌ ସହିତ ଆଧାର ଲିଙ୍କ୍ ହୋଇଛି (ବ୍ୟକ୍ତିବିଶେଷ କରଦାତାଙ୍କ ବ୍ୟତୀତ (କମ୍ପାନୀ ବ୍ୟତୀତ) ଓ HUF)
ପଞ୍ଜୀକୃତ ମୋବାଇଲ୍‌ ନମ୍ବର ଓ ଇମେଲ୍ IDରେ ପ୍ରାପ୍ତ ଇ-ଫାଇଲିଂ OTP ବ୍ୟବହାର କରି ଆପଣଙ୍କ ପାସ୍‌ୱାର୍ଡ ରିସେଟ୍
  • ଇ-ଫାଇଲିଂରେ ପଞ୍ଜୀକୃତ ପ୍ରାଥମିକ ଇମେଲ୍‌ ID ଓ ମୋବାଇଲ ନମ୍ବରକୁ ଆକ୍ସେସ୍
ବ୍ୟାଙ୍କ ଆକାଉଣ୍ଟ EVC ବ୍ୟବହାର କରି ଆପଣଙ୍କ ପାସ୍‌ୱାର୍ଡ ରିସେଟ୍
  • ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ପଞ୍ଜୀକୃତ ମୋବାଇଲ ନମ୍ବର ଓ ଇମେଲ୍ IDକୁ ଆକ୍ସେସ୍
  • ବୈଧ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ
ଡିମାଟ୍ ଆକାଉଣ୍ଟ EVC ବ୍ୟବହାର କରି ଆପଣଙ୍କ ପାସ୍‌ୱାର୍ଡ ରିସେଟ୍
  • ଆପଣଙ୍କ ଡିମାଟ୍ ଆକାଉଣ୍ଟରେ ପଞ୍ଜୀକୃତ ହୋଇଥିବା ମୋବାଇଲ ନମ୍ବର ଓ ଇମେଲ୍ IDକୁ ଆକ୍ସେସ୍
  • ବୈଧ ହୋଇଥିବା ଡିମାଟ୍ ଆକାଉଣ୍ଟ
ଡିଜିଟାଲ୍ ସ୍ୱାକ୍ଷର ପ୍ରମାଣପତ୍ର (DSC) ବ୍ୟବହାର କରି ଆପଣଙ୍କ ପାସ୍‌ୱାର୍ଡ ରିସେଟ୍
  • ବୈଧ ଓ ସକ୍ରିୟ DSC
  • ଡାଉନ୍‌ଲୋଡ୍ ଓ ଇନ୍‌ଷ୍ଟଲ୍ ହୋଇଥିହା ଏମ୍‌ସାଇନର୍‌ ଉପଯୋଗିତା (DSC ପଞ୍ଜିକରଣ ସମୟରେ ୟୁଟିଲିଟିକୁ ଡାଉନ୍‌ଲୋଡ୍ ଓ ଇନ୍‌ଷ୍ଟଲ୍ କରାଯାଇ ପାରିବ)
  • କମ୍ପ୍ୟୁଟରରେ DSC USB ଟୋକନ୍ ପ୍ଲଗ୍ କରନ୍ତୁ
  • DSC USB ଟୋକନ୍ ଏକ ପ୍ରମାଣନ କର୍ତ୍ତୃପକ୍ଷଙ୍କ ଠାରୁ ସଂଗ୍ରହ ହୋଇଥିବା ଉଚିତ୍
  • DSC USB ଟୋକନ୍ ବର୍ଗ 2 କିମ୍ବା ବର୍ଗ 3 ପ୍ରମାଣପତ୍ର ହେବା ଉଚିତ୍
ନେଟ୍‌ବ୍ୟାଙ୍କିଙ୍ଗ ବ୍ୟବହାର କରି ଆପଣଙ୍କ ପାସ୍‌ୱାର୍ଡ ରିସେଟ୍
  • ବ୍ୟାଙ୍କ ଆକାଉଣ୍ଟ ସହିତ ପ୍ୟାନ୍‌ ଲିଙ୍କ୍ ହୋଇଥିବ
  • ବୈଧ ଓ ସକ୍ରିୟ ନେଟ୍‌ବ୍ୟାଙ୍କିଙ୍ଗ ଆକାଉଣ୍ଟ
  • ଇ-ଫାଇଲିଂ ଭଲ୍ଟ ଉଚ୍ଚତର ସୁରକ୍ଷା ସେବା ବ୍ୟବହାର କରି ନେଟ୍‌ବ୍ୟାଙ୍କିଙ୍ଗ ବିକଳ୍ପ ସକ୍ଷମ କରାଯାଇଛି


3. ସୋପାନ-ଅନୁଯାୟୀ ମାର୍ଗଦର୍ଶିକା

ସୋପାନ 1: ଇ-ଫାଇଲିଂର ମୂଳପୃଷ୍ଠାକୁ ଯାଆନ୍ତୁ ଓ ଲଗ୍‌ଇନ୍
କ୍ଲିକ୍‌ କରନ୍ତୁ ।

Data responsive


ସୋପାନ 2: ଲଗ୍‌ଇନ୍ ପୃଷ୍ଠାରେ, ଆପଣଙ୍କ ୟୁଜର୍ ID ଭରନ୍ତୁ ଓ ଜାରି ରଖନ୍ତୁ
ଉପରେ କ୍ଲିକ୍‌ କରନ୍ତୁ ।  

Data responsive


ସୋପାନ 3: ଲଗ୍‌ଇନ୍ ପେଜ୍ ରେ, ଆକ୍ସେସ୍ ସନ୍ଦେଶ ସୁରକ୍ଷିତ କରନ୍ତୁ, ପାସ୍‌ୱାର୍ଡ ବିକଳ୍ପ ଚୟନ କରନ୍ତୁ ଓ ପାସ୍‌ୱାର୍ଡ ଭୁଲିଯାଇଛନ୍ତି
କ୍ଲିକ୍ କରନ୍ତୁ ।  

Data responsive


ସୋପାନ 4: ପାସ୍‌ୱାର୍ଡ ଭୁଲିଯାଇଛନ୍ତି ପେଜ୍ ରେ, ଆପଣଙ୍କ ୟୁଜର୍ ID  ୟୁଜର୍ ID ଭରନ୍ତୁ ଟେକ୍ସବସ୍କରେ ଭରନ୍ତୁ ଓ ଜାରି ରଖନ୍ତୁ 
ଉପରେ କ୍ଲିକ୍‌ କରନ୍ତୁ ।

Data responsive

 

କରଦାତା ଶ୍ରେଣୀ ୟୁଜର୍ ID
ବ୍ୟକ୍ତିବିଶେଷ କରଦାତାମାନଙ୍କ ପାଇଁ
  • ପ୍ୟାନ୍‌
  • ଆଧାର (ଯଦି କେବଳ ପ୍ୟାନ୍‌ ଓ ଆଧାର ଲିଙ୍କ୍ ହୋଇଥିବ)
ITDREIN ୟୁଜର୍‌ମାନଙ୍କ ପାଇଁ
  • ITDREIN ଓ ଅଧିକୃତ ବ୍ୟକ୍ତିଙ୍କ ପ୍ୟାନ୍‌
ଅନ୍ୟ କୌଣସି ଶ୍ରେଣୀର କରଦାତାଙ୍କ ପାଇଁ
  • ପ୍ୟାନ୍‌


ସୋପାନ 5: ପାସ୍‌ୱାର୍ଡ ରିସେଟ୍ କରିବାକୁ ବିକଳ୍ପ ଚୟନ କରନ୍ତୁ ପେଜ୍ ରେ, ନିମ୍ନ ସାରଣୀ ଅନୁଯାୟୀ ଆପଣଙ୍କ ପସନ୍ଦିତ ବିକଳ୍ପ ଚୟନ କରନ୍ତୁ:

ଆଧାର ସହିତ ପଞ୍ଜୀକୃତ ହୋଇଥିବା ମୋବାଇଲ ନମ୍ବର ବ୍ୟବହାର କରି ପାସ୍‌ୱାର୍ଡ ରିସେଟ୍ ଧାରା 5.1କୁ ଦେଖନ୍ତୁ
ଇ-ଫାଇଲିଂ OTP ବ୍ୟବହାର କରି ପାସ୍‌ୱାର୍ଡ ରିସେଟ୍ ଧାରା 5.2କୁ ନିର୍ଦ୍ଦେଶ କରନ୍ତୁ
ବ୍ୟାଙ୍କ ଆକାଉଣ୍ଟ / ଡିମାଟ୍ ଆକାଉଣ୍ଟ ବ୍ୟବହାର କରି ପାସ୍‌ୱାର୍ଡ ରିସେଟ୍ ଧାରା 5.3କୁ ଦେଖନ୍ତୁ
DSC ବ୍ୟବହାର କରି ପାସ୍‌ୱାର୍ଡ ରିସେଟ୍ ଧାରା 5.4କୁ ଦେଖନ୍ତୁ
ନେଟ୍‌ବ୍ୟାଙ୍କିଙ୍ଗ ବ୍ୟବହାର କରି ପାସ୍‌ୱାର୍ଡ ରିସେଟ୍ ଧାରା 5.5କୁ ଦେଖନ୍ତୁ

ଆପଣଙ୍କ ଆକାଉଣ୍ଟ ପାଇଁ ଆପଣ ସକ୍ଷମ କରିଥିବା ବିକଳ୍ପଗୁଡ଼ିକ ଅନୁଯାୟୀ ଉପଲବ୍ଧ ବିକଳ୍ପଗୁଡ଼ିକ ନିର୍ଭର କରିବ। ଇ-ଫାଇଲିଂ ଭଲ୍ଟ ଉଚ୍ଚତର ସୁରକ୍ଷା ସେବା ବ୍ୟବହାର କରି ସେଗୁଡ଼ିକୁ ପରିବର୍ତ୍ତନ କରିପାରିବେ।

Data responsive


ଟିପ୍ପଣୀ: ଯଦି ଆପଣ କେବଳ ଗୋଟିଏ ଇ-ଫାଇଲିଂ ଭଲ୍ଟ ଉଚ୍ଚତର ସୁରକ୍ଷା ବିକଳ୍ପ ସକ୍ଷମ କରିଛନ୍ତି, ତେବେ ସେହି ନିର୍ଦ୍ଧିଷ୍ଟ ବିକଳ୍ପ/ପଦ୍ଧତି ପାସ୍‌ୱାର୍ଡ ରିସେଟ୍ ପାଇଁ ପ୍ରଦର୍ଶିତ ହେବ ।

5.1 ଆଧାର OTP ବ୍ୟବହାର କରି ଆପଣଙ୍କ ପାସ୍‌ୱାର୍ଡ ରିସେଟ୍


ସୋପାନ 1: ପାସ୍‌ୱାର୍ଡ ରିସେଟ୍ କରିବାକୁ ବିକଳ୍ପ ଚୟନ କରନ୍ତୁ ପେଜ୍ ରେ, ଆଧାର ସହିତ ପଞ୍ଜୀକୃତ ହୋଇଥିବା ମୋବାଇଲ ନମ୍ବରରେ OTP ଚୟନ କରନ୍ତୁ ଓ ଜାରି ରଖନ୍ତୁ
ଉପରେ କ୍ଲିକ୍‌ କରନ୍ତୁ ।  

Data responsive


ସୋପାନ 2:  ଆଧାର ସହିତ ପଞ୍ଜୀକୃତ ହୋଇଥିବା ମୋବାଇଲ ନମ୍ବରରେ OTP ବ୍ୟବହାର କରି ପାସ୍‌ୱାର୍ଡ ସେଟ୍ କରନ୍ତୁ ପେଜ୍ ରେ,OTP ଜେନେରେଟ୍ କରନ୍ତୁ ଚୟନ କରନ୍ତୁ ଓ ଜାରି ରଖନ୍ତୁଉପରେ କ୍ଲିକ୍‌ କରନ୍ତୁ ।

ବିକଳ୍ପ ଭାବେ, ଯଦି ଆପଣଙ୍କ ପାଖରେ ଏକ ଆଧାର OTP ଅଛି, ଆଧାର ସହିତ ପଞ୍ଜୀକୃତ ମୋବାଇଲ ନମ୍ବରରେ ମୋ ପାଖରେ OTP ଅଛି ଚୟନ କରନ୍ତୁ ଓ ଆପଣଙ୍କ ପାଖରେ ଉପଲବ୍ଧ ଥିବା 6-ସଂଖ୍ୟା ବିଶିଷ୍ଟ OTPକୁ ଭରନ୍ତୁ ।ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ ଓ ସୋପାନ 5କୁ ଯାଆନ୍ତୁ ।

Data responsive

ସୋପାନ 3:  ଆପଣଙ୍କ ପରିଚୟ ଯାଞ୍ଚ କରନ୍ତୁ ପେଜ୍ ରେ, ଘୋଷଣନାମାଚେକ୍‌ବକ୍ସ ଚୟନ କରନ୍ତୁ ଓ ଆଧାର OTP ଜେନେରେଟ୍ କରନ୍ତୁ କ୍ଲିକ୍‌ କରନ୍ତୁ ।

Data responsive

ସୋପାନ 4: ଆପଣଙ୍କ ପରିଚୟ ଯାଞ୍ଚ କରନ୍ତୁ ପେଜ୍ ରେ, ଆଧାର ସହିତ ପଞ୍ଜୀକୃତ ହୋଇଥିବା ମୋବାଇଲ ନମ୍ବରରେ ପ୍ରାପ୍ତ 6-ସଂଖ୍ୟା ବିଶିଷ୍ଟ OTPକୁ OTP ଭରନ୍ତୁ ଟେକ୍ସଟ୍‌ବକ୍ସରେ ଭରନ୍ତୁ ଓ ଭେରିଫାଏ କରନ୍ତୁ କ୍ଲିକ କରନ୍ତୁ ।

Data responsive

ଟିପ୍ପଣୀ:

  • OTP କେବଳ 15 ମିନିଟ୍ ପାଇଁ ବୈଧ ରହିବ ।
  • ସଠିକ୍ OTP ଭରିବା ପାଇଁ ଆପଣଙ୍କ ପାଖରେ 3ଟି ସୁଯୋଗ ଅଛି ।
  • ଏହି OTP ଉଚ୍ଛେଦନ ଶେଷ କାଉଣ୍ଟଡାଉନ୍ ଟାଇମର୍ ସ୍କ୍ରିନ୍‌ରେ ଆପଣଙ୍କୁ କହିଥାଏ ଯେ କେତେବେଳେ OTP ସମାପ୍ତ ହେବ ।
  • OTP ପୁଣି ପଠାନ୍ତୁ କ୍ଲିକ କରିବା ପରେ, ଏକ ନୂତନ OTP ଜେନେରେଟ୍ ହେବ ଓ ପଠାଇଦିଆଯିବ ।

ସୋପାନ 5: ପାସ୍‌ୱାର୍ଡ ରିସେଟ୍ ପୃଷ୍ଠାରେ, ଆପଣଙ୍କ ନୂତନ ପାସ୍‌ୱାର୍ଡକୁ ନୂତନ ପାସ୍‌ୱାର୍ଡ ସେଟ୍ କରନ୍ତୁ ଓ ପାସ୍‌ୱାର୍ଡ ସୁନିଶ୍ଚିନ୍ତ କରନ୍ତୁ ଟେକ୍‌ଷ୍ଟବକ୍ସରେ ଭରନ୍ତୁ ଓ ଦାଖଲ କରନ୍ତୁ
କ୍ଲିକ କରନ୍ତୁ|

Data responsive

ଟିପ୍ପଣୀ:

  • ରିଫ୍ରେଶ୍ କରନ୍ତୁ କିମ୍ବା ପଛକୁ ଫେରନ୍ତୁକୁ କ୍ଲିକ୍‌ କରନ୍ତୁ ନାହିଁ ।
  • ଆପଣଙ୍କ ନୂତନ ପାସ୍‌ୱାର୍ଡ ଭରିବା ସମୟରେ, ପାସ୍‌ୱାର୍ଡ ନିୟମ ବିଷୟରେ ଯତ୍ନଶୀଳ ହୁଅନ୍ତୁ:
    • ଏହା ଅତି କମ୍‌ରେ 8ଟି ବର୍ଣ୍ଣ ଏବଂ ଅତିବେଶୀରେ 14ଟି ବର୍ଣ୍ଣ ବିଶିଷ୍ଟ ହେବା ଉଚିତ୍ ।
    • ଏଥିରେ ଉଭୟେ ବଡ଼ ଅକ୍ଷର ଓ ସାନ ଅକ୍ଷର ଅନ୍ତର୍ଭୁକ୍ତ ହେବା ଉଚିତ୍ ।
    • ଏହା ଗୋଟିଏ ସଂଖ୍ୟା ଧାରଣ କରିବା ଉଚିତ୍ ।
    • ଏଥିରେ ଗୋଟିଏ ସ୍ୱତନ୍ତ୍ର ବର୍ଣ୍ଣ ରହିବା ଉଚିତ୍ (ଯଥା @#$%)।

ଏକ ସଫଳତା ସନ୍ଦେଶ ବିନିମୟ ID ସହିତ ପ୍ରଦର୍ଶିତ ହେବ। ଦୟାକରି ଭବିଷ୍ୟତ ସନ୍ଦର୍ଭ ପାଇଁ ବିନିମୟ IDକୁ ଟିପ୍ପଣୀ କରି ରଖନ୍ତୁ।

Data responsive

 

5.2 ଇ-ଫାଇଲିଂ OTP ବ୍ୟବହାର କରି ଆପଣଙ୍କ ପାସ୍‌ୱାର୍ଡ ରିସେଟ୍ କରନ୍ତୁ

ସୋପାନ 1: ପାସ୍‌ୱାର୍ଡ ରିସେଟ୍‌ କରିବାକୁ ଏକ ବିକଳ୍ପ ଚୟନ କରନ୍ତୁ ପେଜ୍ ରେ, ଇ-ଫାଇଲିଂ OTP ବ୍ୟବହାର କରନ୍ତୁ ଚୟନ କରନ୍ତୁ ଓ ଜାରି ରଖନ୍ତୁ କ୍ଲିକ କରନ୍ତୁ ।

Data responsive


ସୋପାନ 2: ଇ-ଫାଇଲିଂ OTP ବ୍ୟବହାର କରି ପାସ୍‌ୱାର୍ଡ ରିସେଟ୍ କରନ୍ତୁ ପେଜ୍ ରେ, ଦିନ, ମାସ ଏବଂ ଜନ୍ମ ବର୍ଷ ଫର୍ମାଟ ଅନୁଯାୟୀ ଚୟନ କରନ୍ତୁ ଓ ଜାରି ରଖନ୍ତୁ କ୍ଲିକ କରନ୍ତୁ ।
 

Data responsive


ସୋପାନ 3: ଇ-ଫାଇଲିଂ OTP ବ୍ୟବହାର କରି ପାସ୍‌ୱାର୍ଡ ରିସେଟ୍ କରନ୍ତୁ ପେଜ୍ ରେ, ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ଆପଣଙ୍କ ମୋବାଇଲ ନମ୍ବର ଓ ଇମେଲ୍ IDରେ ପ୍ରାପ୍ତ ଦୁଇଟି ପୃଥକ 6-ସଂଖ୍ୟା ବିଶିଷ୍ଟ OTPକୁ ଭରନ୍ତୁ ଓ ଭେରିଫାଏ କରନ୍ତୁ କ୍ଲିକ କରନ୍ତୁ ।

Data responsive

ଟିପ୍ପଣୀ:

  • OTP କେବଳ 15 ମିନିଟ୍ ପାଇଁ ବୈଧ ରହିବ ।
  • ସଠିକ୍ OTP ଭରିବା ପାଇଁ ଆପଣଙ୍କ ପାଖରେ 3ଟି ସୁଯୋଗ ଅଛି ।
  • ଏହି OTP ଉଚ୍ଛେଦନ ଶେଷ କାଉଣ୍ଟଡାଉନ୍ ଟାଇମର୍ ସ୍କ୍ରିନ୍‌ରେ ଆପଣଙ୍କୁ କହିଥାଏ ଯେ କେତେବେଳେ OTP ଶେଷ ହେବ ।
  • OTP ପୁଣି ପଠାନ୍ତୁକ୍ଲିକ କରିବା ପରେ, ଏକ ନୂତନ OTP ଜେନେରେଟ୍ ହେବ ଓ ପଠାଇଦିଆଯିବ ।

ସୋପାନ 4: ପାସ୍‌ୱାର୍ଡ ରିସେଟ୍ ପେଜ୍ ରେ, ଆପଣଙ୍କ ନୂତନ ପାସ୍‌ୱାର୍ଡକୁ ନୂତନ ପାସ୍‌ୱାର୍ଡ ସେଟ୍ କରନ୍ତୁ ଓ ପାସ୍‌ୱାର୍ଡ ସୁନିଶ୍ଚିନ୍ତ କରନ୍ତୁ ଟେକ୍‌ଷ୍ଟବକ୍ସରେ ଭରନ୍ତୁ ଓ ଦାଖଲ କରନ୍ତୁକ୍ଲିକ କରନ୍ତୁ ।

Data responsive


ଟିପ୍ପଣୀ:

  • ରିଫ୍ରେଶ୍ କରନ୍ତୁ କିମ୍ବା ପଛକୁ ଫେରନ୍ତୁକୁ କ୍ଲିକ୍‌ କରନ୍ତୁ ନାହିଁ ।
  • ଆପଣଙ୍କ ନୂତନ ପାସ୍‌ୱାର୍ଡ ଭରିବା ସମୟରେ, ପାସ୍‌ୱାର୍ଡ ନିୟମ ବିଷୟରେ ଯତ୍ନଶୀଳ ହୁଅନ୍ତୁ:
    • ଏହା ଅତି କମ୍‌ରେ 8ଟି ବର୍ଣ୍ଣ ଏବଂ ଅତିବେଶୀରେ 14ଟି ବର୍ଣ୍ଣ ବିଶିଷ୍ଟ ହେବା ଉଚିତ୍ ।
    • ଏଥିରେ ଉଭୟେ ବଡ଼ ଅକ୍ଷର ଓ ସାନ ଅକ୍ଷର ଅନ୍ତର୍ଭୁକ୍ତ ହେବା ଉଚିତ୍ ।
    • ଏହା ଗୋଟିଏ ସଂଖ୍ୟା ଧାରଣ କରିବା ଉଚିତ୍ ।
    • ଏଥିରେ ଗୋଟିଏ ସ୍ୱତନ୍ତ୍ର ବର୍ଣ୍ଣ ରହିବା ଉଚିତ୍ (ଯଥା @#$%)।

ଏକ ସଫଳତା ସନ୍ଦେଶ ବିନିମୟ ID ସହିତ ପ୍ରଦର୍ଶିତ ହେବ । ଦୟାକରି ଭବିଷ୍ୟତ ସନ୍ଦର୍ଭ ପାଇଁ ବିନିମୟ IDକୁ ଟିପ୍ପଣୀ କରି ରଖନ୍ତୁ ।

Data responsive

 

5.3 ବ୍ୟାଙ୍କ ଆକାଉଣ୍ଟ / ଡିମାଟ୍ ଆକାଉଣ୍ଟ EVC ବ୍ୟବହାର କରି ଆପଣଙ୍କ ପାସ୍‌ୱାର୍ଡ ରିସେଟ୍ କରନ୍ତୁ

ସୋପାନ 1: ପାସ୍‌ୱାର୍ଡ ରିସେଟ୍‌ କରିବାକୁ ଏକ ବିକଳ୍ପ ଚୟନ କରନ୍ତୁ ପେଜ୍ ରେ, ବ୍ୟାଙ୍କ ଆକାଉଣ୍ଟ EVC(କିମ୍ବା ଡିମାଟ୍ ଆକାଉଣ୍ଟ EVCଚୟନ କରନ୍ତୁ ଓ ଜାରି ରଖନ୍ତୁ କ୍ଲିକ କରନ୍ତୁ ।

Data responsive


ସୋପାନ 2:  ବ୍ୟାଙ୍କ (କିମ୍ବା ଡିମାଟ୍) ଆକାଉଣ୍ଟ EVC ବ୍ୟବହାର କରି ପାସ୍‌ୱାର୍ଡ ରିସେଟ୍ କରନ୍ତୁ ପେଜ୍ ରେ, ଯଦି ଆପଣ ନୂତନ EVC ଜେନେରେଟ୍‌ କରିବାକୁ ଚାହୁଁଛନ୍ତି, ତେବେ ଜେନେରେଟ୍ EVC ଚୟନ କରନ୍ତୁ, ଓ ଜାରି ରଖନ୍ତୁ କ୍ଲିକ କରନ୍ତୁ ।

ବିକଳ୍ପ ଭାବେ, ଯଦି ଆପଣଙ୍କ ପାଖରେ ଏକ ବ୍ୟାଙ୍କ ଆକାଉଣ୍ଟ/ଡିମାଟ୍ ଆକାଉଣ୍ଟ EVC ଅଛି, ମୋର ଏକ EVC ଅଛି ଚୟନ କରନ୍ତୁ, ଓ ଆପଣଙ୍କ ପାଖରେ ଉପଲବ୍ଧ ଥିବା ବ୍ୟାଙ୍କ ଆକାଉଣ୍ଟ / ଡିମାଟ୍ ଆକାଉଣ୍ଟ EVC ଭରନ୍ତୁ। ଜାରି ରଖନ୍ତୁ କ୍ଲିକ୍‌ କରନ୍ତୁ ଓ ସୋପାନ 4କୁ ଯାଆନ୍ତୁ

Data responsive


ସୋପାନ 3: ବ୍ୟାଙ୍କ ବ୍ୟବହାର କରି ପାସ୍‌ୱାର୍ଡ ରିସେଟ୍ କରନ୍ତୁ (କିମ୍ବା ଡିମାଟ୍) ଆକାଉଣ୍ଟ EVC ପେଜ୍ ରେ, ଆପଣଙ୍କ ବ୍ୟାଙ୍କ (କିମ୍ବା ଡିମାଟ୍) ଆକାଉଣ୍ଟରେ ପଞ୍ଜୀକୃତ ହୋଇଥିବା ମୋବାଇଲ ନମ୍ବର ଓ ଇମେଲ୍ IDରେ ପ୍ରାପ୍ତ EVCକୁ EVC ଭରନ୍ତୁ ଟେକ୍ସଟ୍‌ବକ୍ସରେ ଭରନ୍ତୁ ଓ ଜାରି ରଖନ୍ତୁ କ୍ଲିକ କରନ୍ତୁ ।

Data responsive


ସୋପାନ 4: ପାସ୍‌ୱାର୍ଡ ରିସେଟ୍ କରନ୍ତୁ ପେଜ୍ ରେ, ନୂତନ ପାସ୍‌ୱାର୍ଡକୁ ନୂତନ ପାସ୍‌ୱାର୍ଡ ସେଟ୍ କରନ୍ତୁ ଓ ପାସ୍‌ୱାର୍ଡ ସୁନିଶ୍ଚିନ୍ତ କରନ୍ତୁ ଟେକ୍ସଟ୍‌ବକ୍ସରେ ଭରନ୍ତୁ ଓ ଦାଖଲ କରନ୍ତୁ କ୍ଲିକ କରନ୍ତୁ ।

Data responsive

ଟିପ୍ପଣୀ:

  • ରିଫ୍ରେଶ୍ କରନ୍ତୁ କିମ୍ବା ପଛକୁ ଫେରନ୍ତୁକୁ କ୍ଲିକ୍‌ କରନ୍ତୁ ନାହିଁ।
  • ନୂତନ ପାସ୍‌ୱାର୍ଡ ଭରିବା ସମୟରେ, ପାସ୍‌ୱାର୍ଡ ନିୟମ ବିଷୟରେ ଯତ୍ନଶୀଳ ହୁଅନ୍ତୁ:
    • ଏହା ଅତି କମ୍‌ରେ 8ଟି ବର୍ଣ୍ଣ ଏବଂ ଅତିବେଶୀରେ 14ଟି ବର୍ଣ୍ଣ ବିଶିଷ୍ଟ ହେବା ଉଚିତ୍ ।
    • ଏହା ଉଭୟେ ବଡ଼ ଅକ୍ଷର ଓ ସାନ ଅକ୍ଷର ଅନ୍ତର୍ଭୁକ୍ତ କରିବା ଉଚିତ୍ ।
    • ଏହା ଗୋଟିଏ ସଂଖ୍ୟା ଧାରଣ କରିବା ଉଚିତ୍ ।
    • ଏଥିରେ ଗୋଟିଏ ସ୍ୱତନ୍ତ୍ର ବର୍ଣ୍ଣ ରହିବା ଉଚିତ୍ (ଯଥା @#$%)।

ଏକ ସଫଳତା ସନ୍ଦେଶ ବିନିମୟ ID ସହିତ ପ୍ରଦର୍ଶିତ ହେବ । ଦୟାକରି ଭବିଷ୍ୟତ ସନ୍ଦର୍ଭ ପାଇଁ ବିନିମୟ IDକୁ ଟିପ୍ପଣୀ କରି ରଖନ୍ତୁ ।

Data responsive



5.4 ଡିଜିଟାଲ୍ ସ୍ୱାକ୍ଷର ପ୍ରମାଣପତ୍ର(DSC) ବ୍ୟବହାର କରି ଆପଣଙ୍କ ପାସ୍‌ୱାର୍ଡ ରିସେଟ୍ କରନ୍ତୁ

ସୋପାନ 1: ପାସ୍‌ୱାର୍ଡ ରିସେଟ୍‌ କରିବାକୁ ବିକଳ୍ପ ଚୟନ କରନ୍ତୁ ପେଜ୍ ରେ, ଡିଜିଟାଲ୍ ସ୍ୱାକ୍ଷର ପ୍ରମାଣପତ୍ର(DSC) ଅପ୍‌ଲୋଡ୍ କରନ୍ତୁ ଚୟନ କରନ୍ତୁ ଓ ଜାରି ରଖନ୍ତୁ କ୍ଲିକ୍‌ କରନ୍ତୁ।

Data responsive


ସୋପାନ 2: ଆପଣଙ୍କ ପରିଚୟ ଯାଞ୍ଚ କରନ୍ତୁ ପେଜ୍ ରେ, ସୁସଙ୍ଗତ ବିକଳ୍ପ ଚୟନ କରନ୍ତୁ ଓ ଜାରି ରଖନ୍ତୁ କ୍ଲିକ କରନ୍ତୁ ।

Data responsive


ଟିପ୍ପଣୀ:

  • ଯଦି ଆପଣଙ୍କ ପାଖରେ ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜିକୃତ ହୋଇଥିବା ଏକ DSC ଅଛି, ତେବେ ପଞ୍ଜୀକୃତ ହୋଇଥିବା DSC ଚୟନ କରନ୍ତୁ
  • ଯଦି ଆପଣଙ୍କ ପାଖରେ ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇଥିବା ଏକ DSC ନାହିଁ, ତେବେ ନୂତନ DSC ଚୟନ କରନ୍ତୁ

ସୋପାନ 3: ଆପଣଙ୍କ ପରିଚୟ ଭେରିଫାଏ କରନ୍ତୁ ପୃଷ୍ଠାରେ, ଏମ୍‌ସାଇନର୍ ଉପଯୋଗିତା ଡାଉନଲୋଡ୍ କରିବା ପାଇଁ ଏଠାରେ କ୍ଲିକ କରନ୍ତୁ ଚୟନ କରନ୍ତୁ ।

Data responsive


ସୋପାନ 4: ଏମ୍‌ସାଇନର୍ ଉପଯୋଗିତା ଡାଉନଲୋଡ୍ ଓ ସଂସ୍ଥାପନ ସମ୍ପୂର୍ଣ୍ଣ ହେଲା ପରେ, ଆପଣଙ୍କ ପରିଚୟ ଭେରିଫାଏ କରନ୍ତୁ ପେଜ୍ ରେ ମୁଁ ଏମ୍‌ସାଇନର୍ ଉପଯୋଗିତା ଡାଉନଲୋଡ୍ ଓ ସଂସ୍ଥାପନ କରିଛି ଚୟନ କରନ୍ତୁ ଓ ଜାରି ରଖନ୍ତୁ କ୍ଲିକ କରନ୍ତୁ ।

Data responsive


ସୋପାନ 5: ତଥ୍ୟ ସ୍ୱାକ୍ଷର ପୃଷ୍ଠାରେ, ଆପଣଙ୍କ ଯୋଗାଣକାରୀ, ପ୍ରମାଣପତ୍ର ଚୟନ କରନ୍ତୁ ଓ ଯୋଗାଣକାରୀଙ୍କ ପାସ୍‌ୱାର୍ଡ ଭରନ୍ତୁ। ସ୍ୱାକ୍ଷର କରନ୍ତୁ କ୍ଲିକ କରନ୍ତୁ ।

Data responsive


ସୋପାନ 6: ପାସ୍‌ୱାର୍ଡ ରିସେଟ୍ କରନ୍ତୁ ପେଜ୍ ରେ, ଆପଣ ନୂତନ ପାସ୍‌ୱାର୍ଡ ସେଟ୍ କରନ୍ତୁ ଓ ପାସ୍‌ୱାର୍ଡ ସୁନିଶ୍ଚିନ୍ତ କରନ୍ତୁ ଟେକ୍ସଟ୍‌ବକ୍ସଗୁଡ଼ିକରେ ନୂତନ ପାସ୍‌ୱାର୍ଡ ଭରନ୍ତୁ ଓ ଦାଖଲ କରନ୍ତୁ କ୍ଲିକ କରନ୍ତୁ ।

ଟିପ୍ପଣୀ:

  • ରିଫ୍ରେଶ୍ କରନ୍ତୁକିମ୍ବାପଛକୁ ଫେରନ୍ତୁକୁ କ୍ଲିକ୍‌ କରନ୍ତୁ ନାହିଁ ।
  • ନୂତନ ପାସ୍‌ୱାର୍ଡ ଭରିବା ସମୟରେ, ପାସ୍‌ୱାର୍ଡ ନିୟମ ବିଷୟରେ ଯତ୍ନଶୀଳ ହୁଅନ୍ତୁ:
    • ଏହା ଅତି କମ୍‌ରେ 8ଟି ବର୍ଣ୍ଣ ଏବଂ ଅତିବେଶୀରେ 14ଟି ବର୍ଣ୍ଣ ବିଶିଷ୍ଟ ହେବା ଉଚିତ୍ ।
    • ଏହା ଉଭୟେ ବଡ଼ ଅକ୍ଷର ଓ ସାନ ଅକ୍ଷର ଅନ୍ତର୍ଭୁକ୍ତ କରିବା ଉଚିତ୍ ।
    • ଏହା ଗୋଟିଏ ସଂଖ୍ୟା ଧାରଣ କରିବା ଉଚିତ୍ ।
    • ଏଥିରେ ଗୋଟିଏ ସ୍ୱତନ୍ତ୍ର ବର୍ଣ୍ଣ ରହିବା ଉଚିତ୍ (ଯଥା @#$%) ।

ଏକ ସଫଳତା ସନ୍ଦେଶ ବିନିମୟ ID ସହିତ ପ୍ରଦର୍ଶିତ ହେବ । ଦୟାକରି ଭବିଷ୍ୟତ ସନ୍ଦର୍ଭ ପାଇଁ ବିନିମୟ IDକୁ ଟିପ୍ପଣୀ କରି ରଖନ୍ତୁ ।

Data responsive


 

5.5 ନେଟ୍ ବ୍ୟାଙ୍କିଙ୍ଗ ବ୍ୟବହାର କରି ଆପଣଙ୍କ ପାସ୍‌ୱାର୍ଡ ରିସେଟ୍

ସୋପାନ 1: ପାସୱାର୍ଡ ଭୁଲି ଯାଇଛନ୍ତି କ୍ଲିକ କରିବା ପରେ, ନେଟ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରି ଇ-ଫାଇଲିଂ ଲଗ୍‌ଇନ୍କ୍ଲିକ କରନ୍ତୁ

Data responsive


ସୋପାନ 2: ନେଟ୍ ବ୍ୟାଙ୍କିଙ୍ଗ୍ ସହିତ ଲଗ୍‌ଇନ୍ ପୃଷ୍ଠାକୁ ଆପଣଙ୍କୁ ନିଆଯିବ । ପସନ୍ଦିତ ବ୍ୟାଙ୍କ ଚୟନ କରନ୍ତୁ ଓ ଜାରି ରଖନ୍ତୁ କ୍ଲିକ କରନ୍ତୁ ।

Data responsive


ସୋପାନ 3: ଅସ୍ୱୀକରଣକୁ ପଢନ୍ତୁ ଓ ବଝନ୍ତୁ । ଜାରି ରଖନ୍ତୁ କ୍ଲିକ କରନ୍ତୁ ।

Data responsive


ସୋପାନ 4: ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର ନେଟ୍‌ବ୍ୟାଙ୍କିଙ୍ଗ ଲଗ୍‌ଇନ୍‌ ପେଜ୍ ରେ ଆପଣ ଅଛନ୍ତି। ନେଟ୍‌ବ୍ୟାଙ୍କିଙ୍ଗ ୟୁଜର୍ ID ଓ ପାସ୍‌ୱାର୍ଡ ବ୍ୟବହାର କରି ଆପଣ ନେଟ୍‌ବ୍ୟାଙ୍କିଙ୍ଗ ଆକାଉଣ୍ଟକୁ ଲଗ୍‌ଇନ୍‌ କରନ୍ତୁ।  


ସୋପାନ 5: ଆପଣଙ୍କ ବ୍ୟାଙ୍କ ୱେବ୍‌ସାଇଟ୍‌ରୁ ଇ-ଫାଇଲିଂକୁ ଲଗ୍‌ଇନ୍ କରିବା ପାଇଁ ଲିଙ୍କକୁ କ୍ଲିକ କରନ୍ତୁ ।


ଟିପ୍ପଣୀ: ଆପଣ ନେଟ୍‌ବ୍ୟାଙ୍କିଙ୍ଗରୁ ଲଗ୍‌ଆଉଟ୍ ହୋଇଯିବେ ଓ ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍‌ଇନ୍ ହୋଇଯିବେ ।


ସୋପାନ 6: ସଫଳ ଲଗ୍‌ଇନ୍‌‌ରେ, ଆପଣ ଆପଣଙ୍କ ଇ-ଫାଇଲିଂ ଡ୍ୟାଶ୍‌ବୋର୍ଡକୁ ଚାଲିଯିବେ। ଆପଣଙ୍କ ପ୍ରୋଫଇଲ୍‌କୁ ଯାଇ ଓ ପାସ୍‌ୱାର୍ଡ ପରିବର୍ତ୍ତନ କରନ୍ତୁ ସେବା ବ୍ୟବହାର କରି ଆପଣ ଇ-ଫାଇଲିଂ ପାସ୍‌ୱାର୍ଡ ରିସେଟ୍‌ କରିପାରିବେ। ଅଧିକ ଜାଣିବା ପାଇଁ ପାସ୍‌ୱାର୍ଡ ପରିବର୍ତ୍ତନ କରନ୍ତୁ ୟୁଜର୍ ମାନଆଲ୍ ନିର୍ଦ୍ଦେଶିତ କରାଗଲା|

Data responsive

 

4. ସମ୍ପର୍କିତ ବିଷୟଗୁଡ଼ିକ