One stop help and frequently asked questions related to e-Filiing of returns/forms and services.
ଆମ ସହିତ ଶିଖନ୍ତୁ
File Statutory Forms
| Form Number | Purpose | ||
|---|---|---|---|
| DTVSV- 2024 _ଫର୍ମ 1 | User Manual | ||
| ଫର୍ମ 10E | ଜଣେ ସରକାରୀ କର୍ମଚାରୀ/କୌଣସି କମ୍ପାନୀ, ସମବାୟ ସମିତି, ସ୍ଥାନୀୟ ପ୍ରାଧିକରଣ, ବିଶ୍ୱବିଦ୍ୟାଳୟ, ସଂଘ/ସଂସ୍ଥା ରେ କାର୍ଯ୍ୟରତ କର୍ମଚାରୀଙ୍କ ଦ୍ୱାରା ଆୟକର ଅଧିନିୟମର ଧାରା 192(2A) ଅନ୍ତର୍ଗତ 31ମାର୍ଚ୍ଚ, 20… ରେ ସମାପ୍ତ ହେଉଥିବା ବର୍ଷ ପାଇଁ ଆୟର ବିବରଣୀ ପ୍ରଦାନ କରିବା ହେତୁ ଧାରା 89(1) ଅନ୍ତର୍ଗତ ଆଶ୍ୱସ୍ତି ଦାବି କରିବା ନିମନ୍ତେ ଫର୍ମ |
ବାରମ୍ବାର ପଚରାଯାଉଥିବା ପ୍ରଶ୍ନ | ଉପଭୋକ୍ତା ମାନୁଆଲ୍ |
| ଫର୍ମ 15CC | ..... ର .... ତ୍ରୈମାସିକ ପାଇଁ କରାଯାଇଥିବା ଅର୍ଥ ପ୍ରେରଣ ବାବଦରେ ସମ୍ବନ୍ଧରେ ଜଣେ ପ୍ରାଧିକୃତ ଡିଲରଙ୍କ ଦ୍ୱାରା ତ୍ରୈମାସିକ ବିବରଣୀ ସଂଯୁକ୍ତ କରାଯିବ। (ଆର୍ଥିକ ବର୍ଷ) |
ବାରମ୍ୱାର ପଚରା ଯାଉଥିବା ପ୍ରଶ୍ନ | ଉପଭୋକ୍ତା ମାନୁଆଲ୍ |
| ଧାରା 12A ଅଧୀନରେ ଫର୍ମ 10A ପାଇଁ କ୍ଷମା ପ୍ରାର୍ଥନା ଅନୁରୋଧ | ବାରମ୍ବାର ପଚରାଯାଉଥିବା ପ୍ରଶ୍ନ | ଉପଭୋକ୍ତା ମାନୁଆଲ୍ | |
| ଫର୍ମ 35 | ଆୟକର ଆୟୁକ୍ତ (ଅପିଲ)ଙ୍କୁ ଆବେଦନ |
ବାରମ୍ବାର ପଚରାଯାଉଥିବା ପ୍ରଶ୍ନ | ଉପଭୋକ୍ତା ମାନୁଆଲ୍ |
| ଫର୍ମ 10-IEA | ବାରମ୍ୱାର ପଚରା ଯାଉଥିବା ପ୍ରଶ୍ନ | ଉପଭୋକ୍ତା ମାନୁଆଲ୍ | |
| ଫର୍ମ 10BD-BE | ଆୟକର ଆଇନ, 1961 ର ଧାରା 80Gର ଉପ-ଧାରା (5) ର କ୍ଲଜ୍ (viii) ଓ ଧାରା 35 ର ଉପ-ଧାରା (1A)ର କ୍ଲଜ୍ (i) ଅନୁସାରେ ରିପୋର୍ଟିଂ ବ୍ୟକ୍ତିଙ୍କ ଦ୍ୱାରା ଦାଖଲ କରିବାକୁ ଥିବା ବିଶେଷ ପ୍ରକାରର ଘୋଷଣାପତ୍ର। |
ବାରମ୍ବାର ପଚରାଯାଉଥିବା ପ୍ରଶ୍ନ | ଉପଭୋକ୍ତା ମାନୁଆଲ୍ |
| ଫର୍ମ3CA-3CD | ଆୟକର ଆଇନ, 1961ର ଧାରା 44AB ଅନୁସାରେ ଅଡିଟ୍ ରିପୋର୍ଟ, ଏପରିକେସ୍ ଯେଉଁଠାରେ ଜଣେ ବ୍ୟକ୍ତିଙ୍କ ବ୍ୟବସାୟ କିମ୍ବା ପେଶାର ହିସାବ କୌଣସି ଅନ୍ୟ ଆଇନ ଅନୁସାରେ ଅଡିଟ୍ ହୋଇଥିଲା |
ବାରମ୍ବାର ପଚରାଯାଉଥିବା ପ୍ରଶ୍ନ | ଉପଭୋକ୍ତା ମାନୁଆଲ୍ |
| ଫର୍ମ 29B | ଆୟକର ଅଧିନିୟମ, 1961 ଧାରା 115 JB ଅଧୀନରେ କମ୍ପାନୀର ପ୍ରଯୁକ୍ତ-ଲାଭ ସଂଗଣନା କରିବା ପାଇଁ ରିପୋର୍ଟ। |
ବାରମ୍ୱାର ପଚରା ଯାଉଥିବା ପ୍ରଶ୍ନ | ଉପଭୋକ୍ତା ମାନୁଆଲ୍ |
| ଫର୍ମ 67 | କୌଣସି ଦେଶ କମ୍ୱା ଭାରତ ବାହାରେ ବିନିର୍ଦ୍ଦିଷ୍ଟ ହୋଇଥିବା ଦେଶ ଓ ବିଦେଶୀ କର କ୍ରେଡିଟ୍ରୁ ହେଉଥିବା ଆୟର ବିବୃତି |
ବାରମ୍ୱାର ପଚରା ଯାଉଥିବା ପ୍ରଶ୍ନ | ଉପଭୋକ୍ତା ମାନୁଆଲ୍ |