Do not have an account?
Already have an account?

ଏକ ସମୟରେ ଏକାଧିକ PAN /TAN ସତ୍ୟାପନ ପାଇଁ ଲଗ୍‌ଇନ୍‌ ପରବର୍ତ୍ତୀ ସେବା। ଏହି ସେବାକୁ ବ୍ୟବହାର କରୁଥିବା ବାହ୍ୟ ସଂସ୍ଥା ବ୍ଯବହାରକାରୀ PAN/TAN  ବିବରଣୀ ସହିତ ଏକ ଟେମ୍ପଲେଟ୍ ପ୍ରସ୍ତୁତ କରିପାରିବେ ଏବଂ ଏଥିପାଇଁ JSON  ଫାଇଲ୍ ଅପଲୋଡ୍ କରିପାରିବେ। ଫାଇଲ୍‌ର ସଫଳ ପ୍ରକ୍ରିୟାକରଣରେ, ବ୍ୟବାହାରକାରୀ ଫାଇଲ୍ ଡାଉନଲୋଡ୍ କରିପାରିବେ ଏବଂ PAN /TAN ପାଇଁ ସ୍ଥିତିଗୁଡ଼ିକ ଦେଖିପାରିବେ।

 

ବାହ୍ୟ ସଂସ୍ଥା ଏହି ସେବାର ଆକ୍ସେସ୍ ପାଇଁ ଅନୁରୋଧ କରିପାରିବେ। ଥରେ ITD ଦ୍ୱାରା ଅନୁମୋଦିତ ହେବା ପରେ, ବାହ୍ୟ ସଂସ୍ଥା ବ୍ୟବହାରକାରୀ TAN ବିବରଣୀ ଯାଞ୍ଚ ପାଇଁ ଏହି ୱେବ୍‌ସାଇଟ୍‌କୁ ଯୋଗାଯୋଗ କରିପାରିବେ। TAN, TAN ଓ PAN ଅନୁଯାୟୀ ନାମ ସତ୍ୟାପନ କରାଯାଇପାରିବ।

Date of First release of API Spec 17-Aug-2022

ବାହ୍ୟ ସଂସ୍ଥା ଏହି ସେବାର ଆକ୍ସେସ୍ ପାଇଁ ଅନୁରୋଧ କରିପାରିବେ। ଥରେ ITD ଦ୍ୱାରା ଅନୁମୋଦିତ ହେବା ପରେ, ବାହ୍ୟ ସଂସ୍ଥା ବ୍ୟବହାରକାରୀ PAN ବିବରଣୀ ସତ୍ୟାପନ ପାଇଁ ଏହି ୱେବ୍‌ସାଇଟ୍‌କୁ ଯୋଗାଯୋଗ କରିପାରିବେ। PAN, PAN ଅନୁଯାୟୀ ନାମ, ଜନ୍ମ ତାରିଖ ଏବଂ ଲିଙ୍ଗ ସତ୍ୟାପନ କରାଯାଇପାରିବ।

 

Date of First release of API Spec 17-Aug-2022