ଆୟକର ବିଭାଗ ସୁପାରିଶ କରିଛନ୍ତି ଯେ ଆପଣ www.incometax.gov.inୱେବ୍ସାଇଟ୍କୁ ସର୍ବୋତ୍ତମ ଭାବରେ ଦେଖିବା ପାଇଁ ନିମ୍ନଲିଖିତ ବ୍ରାଉଜର୍ ବୈଶିଷ୍ଟ୍ୟ ବ୍ୟବହାର କରନ୍ତୁ।
ତଥାପି ମଧ୍ୟ ଆପଣ ଅନ୍ୟ ବ୍ରାଉଜର୍ ଏବଂ ସଂସ୍କରଣ ବ୍ୟବହାର କରି ୱେବ୍ସାଇଟ୍ ବ୍ୟବହାର କରିବାରେ ସମର୍ଥ ହୋଇପାରନ୍ତି, କିନ୍ତୁ ପୃଷ୍ଠାଗୁଡିକ ସଠିକ୍ ଭାବରେ ପ୍ରଦର୍ଶିତ ହୋଇନପାରେ କିମ୍ବା ଆପଣ ସମସ୍ତ କାର୍ଯ୍ୟକାରିତା ବ୍ୟବହାର କରିବାରେ ଅସୁବିଧା ଅନୁଭବ କରିପାରନ୍ତି।
ଡେସ୍କଟପ୍ ବ୍ରାଉଜର୍
- ମାଇକ୍ରୋସଫ୍ଟ ଏଡ୍ଜ୍ (88, 89, 90)
- କ୍ରୋମ୍ (88, 89, 90)
- ଫାୟାରଫକ୍ସ/ମୋଜିଲା (88, 87, 86)
- ଓପେରା (66,67,68)
ଅପରେଟିଂ ସିଷ୍ଟମ୍
- ୱିଣ୍ଡୋସ୍ 7.x କିମ୍ବା ତଦୁର୍ଦ୍ଧ, ଲିନକ୍ସ ଏବଂ ମ୍ୟାକ୍
ଅନ୍ୟାନ୍ୟ ବିଷୟଗୁଡ଼ିକ
- କ୍ୟାସକେଡିଂ ଷ୍ଟାଇଲ୍ ସିଟ୍ (CSS) - ପୋର୍ଟାଲର ୟୁଜର ଇଣ୍ଟରଫେସ୍ ଲୁକ୍ ଏବଂ ଫିଲ୍ ପ୍ରଦାନ କରିବା ପାଇଁ ବ୍ୟବହୃତ ହୁଏ। ଏହାକୁ ଅକ୍ଷମ କରିବା ଦ୍ୱାରା ସଠିକ୍ ଉପଭୋକ୍ତା ଅଭିଜ୍ଞତା ମିଳିବ ନାହିଁ ।
- ଜାଭାସ୍କ୍ରିପ୍ଟ - ୟୁଜର ଇଣ୍ଟରଫେସ୍ କଣ୍ଟ୍ରୋଲ୍ ଉପଯୋଗ କରିବାରେ ଉନ୍ନତ ଉପଭୋକ୍ତା ଅନୁଭବ ପ୍ରଦାନ କରିବା ପାଇଁ ବ୍ୟବହୃତ ହୁଏ। ଏହାକୁ ନିଷ୍କ୍ରିୟ କରିବା ଦ୍ୱାରା ଉପଭୋକ୍ତା ପୋର୍ଟାଲରେ କୌଣସି ବିନିମୟ କରି ପାରିବେ ନାହିଁ ।
- କୁକି - ଭପଭୋକ୍ତାଙ୍କର ବ୍ୟକ୍ତିଗତ ସୂଚନା ସଂରକ୍ଷଣ କରିବା ପାଇଁ ବ୍ୟବହାର କରାହୁଏ। ଏହାକୁ ନିଷ୍କ୍ରିୟ କରିବା ଦ୍ୱାରା ଉପଭୋକ୍ତା ପୋର୍ଟାଲରେ ଲଗ୍ଇନ୍ କରିପାରିବେ ନାହିଁ ଏବଂ କୌଣସି ବିନିମୟ ମଧ୍ୟ କରିପାରିବେ ନାହିଁ ।
- କୌଣସି DSC ପ୍ରଦାନକାରୀଙ୍କଠାରୁ ପ୍ରାପ୍ତ ବୈଧ ବର୍ଗ 2 କିମ୍ବା ବର୍ଗ 3 ଡିଜିଟାଲ୍ ସ୍ୱାକ୍ଷର ପ୍ରମାଣପତ୍ର (DSC)।