ସମ୍ବାଦ ଏବଂ ଇ-ଅଭିଯାନ
ମୂଲ୍ୟାୟନ ବର୍ଷ 2023-24 ପାଇଁ ଫର୍ମ 10Bର ଇ-ଫାଇଲିଂ ଅଫ୍ଲାଇନ୍ ପଦ୍ଧତି ମାଧ୍ୟମରେ ସକ୍ଷମ କରା ହୋଇଛି। କରଦାତାମାନେ ଅଫ୍ଲାଇନ୍ ଉପଯୋଗିତା “ଡାଉନ୍ଲୋଡ୍” ମେନ୍ୟୁ ବିକଳ୍ପ - > ଫର୍ମ 10ବି ଉପରେ କ୍ଲିକ୍ କରନ୍ତୁ -> ଫର୍ମ୍ ଉପଯୋଗିତା (ମୂଲ୍ୟାୟନ ବର୍ଷ.23-24 ପରଠାରୁ) ମାଧ୍ୟମରେ ଡାଉନ୍ଲୋଡ୍ କରିପାରିବେ।
ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଦିନାଙ୍କିତିତ ଫେବୃଆରୀ21,2023ର ବିଜ୍ଞପ୍ତି ସଂଖ୍ୟା .07/2023 ଅନୁସାରେ ଫର୍ମକୁ ମୂଲ୍ୟାୟନ ବର୍ଷ.23-24ରୁ ପୁନଃବିଜ୍ଞାପିତ କରାଯାଇଛି। ଦୟାକରି ସାମ୍ପ୍ରତିକ କର ନିର୍ଦ୍ଧାରଣ ବର୍ଷର ଫାଇଲିଂ ପାଇଁ ମୂଲ୍ୟାୟନ ବର୍ଷ 23-24 ଠାରୁ ପରବର୍ତ୍ତି ସମୟ ପାଇଁ ଉପଲବ୍ଧ ସଦ୍ୟତମ ଉପଯୋଗିତାକୁ ବ୍ୟବହାର କରନ୍ତୁ ।
ଯଦି କୌଣସି NRIଙ୍କ PAN ଏପର୍ଯ୍ୟନ୍ତ ନିଷ୍କ୍ରିୟ ରହିଛି, ତେବେ ତାଙ୍କୁ ସମ୍ବନ୍ଧିତ କ୍ଷେତ୍ରାଧିକାର ନିର୍ଦ୍ଧାରଣ ଅଧିକାରୀଙ୍କୁ ସହାୟକ ଦସ୍ତାବିଜ ସହିତ ତାଙ୍କର NRI ସ୍ଥିତି ବାବଦରେ ସୂଚୀତ କରିବାକୁ ଅନୁରୋଧ କରାଯାଉଛି।
ଏନ୍ଆର୍ଆଇ (ପ୍ରବାସୀ ଭାରତୀୟ)ମାନଙ୍କ ପାଇଁ PAN କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକ ସହାୟକ ଦସ୍ତାବିଜଗୁଡ଼ିକର ତାଲିକା ନିମ୍ନରେ ଦିଯାଇଛି:
A. PAN କାର୍ଡର ନକଲ; ଏବଂ
B. ନିମ୍ନଲିଖିତ ମଧ୍ୟରୁ ଯେକୌଣସି ଦସ୍ତାବିଜ:
a. ପାସପୋର୍ଟ୍ ନକଲ, ଯେଉଁଥିରେ NRI ହୋଇଥିବାର ପ୍ରମାଣ ଥିବ କିମ୍ବା
b. ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି (PIO) କାର୍ଡର ନକଲ, କିମ୍ବା
c. ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ (OCI) କାର୍ଡର ନକଲ, କିମ୍ବା
d. ଅନ୍ୟ ଜାତୀୟତା କିମ୍ବା ନାଗରିକତା ପରିଚୟ ନମ୍ବର କିମ୍ବା କରଦାତା ପରିଚୟ ନମ୍ବର ର ଏକ ନକଲ ଯାହା “ଆପୋଷ୍ଟିଲ” ଦ୍ୱାରା (ସେହି ଦେଶଗୁଡିକ ସମ୍ବନ୍ଧରେ, ଯେଉଁମାନେ 1961 ର ହେଗ୍ ସମ୍ମିଳନୀର ସ୍ୱାକ୍ଷରକର୍ତ୍ତା ଅଟନ୍ତି) କିମ୍ବା ସେହି ଦେଶର ଭାରତୀୟ ଦୂତାବାସ କିମ୍ବା ଉଚ୍ଚ ଆୟୋଗ ଅଥବା ବାଣିଜ୍ୟ ଦୂତାବାସ ଦ୍ୱାରା ସତ୍ୟାପନ ହୋଇଥିବ ଯେଉଁଠାରେ ଆବେଦନକାରୀ ରହୁଛନ୍ତି କିମ୍ବା ଭାରତରେ ପଞ୍ଜିକୃତ ଅନୁସୂଚିତ ବ୍ୟାଙ୍କଗୁଡିକର ବିଦେଶୀ ଶାଖାର ପ୍ରାଧିକୃତ ଅଧିକାରୀଙ୍କ ଦ୍ୱାରା ସତ୍ୟାପନ ହୋଇଥିବ।
କ୍ଷେତ୍ରାଧିକାର ନିର୍ଦ୍ଧାରଣ ଅଧିକାରୀ (JAO)ଙ୍କ ବାବଦରେ ଅଧିକ ସୂଚନା ପାଇଁ, ଦୟାକରି ଇ-ଫାଇଲିଂ ହୋମ୍ ପେଜ୍କୁ ଯାଆନ୍ତୁ ଓ ନିଜ JAOଙ୍କ ବାବଦରେ ଜାଣିବା ପାଇଁ ‘ନିଜ AOଙ୍କୁ ଜାଣନ୍ତୁ’ ଟ୍ୟାବକୁ ଯାଆନ୍ତୁ ।
ମୂଲ୍ୟାୟନ ବର୍ଷ 2023-24 ପାଇଁ ITR-5ର ଅଫ୍ଲାଇନ୍ ଉପଯୋଗିତା ଫାଇଲ୍ କରିବା ପାଇଁ ଉପଲବ୍ଧ ।ଏଠାରେ କ୍ଲିକ୍ କରନ୍ତୁ ଡାଉନ୍ଲୋଡ୍ କରିବା ପାଇଁ ।
ମୂଲ୍ୟାୟନ ବର୍ଷ 2023-24 ପାଇଁ କର ଅଡିଟ୍ ରିପୋର୍ଟ ଫର୍ମ୍ 3CA-3CD ଏବଂ 3CB-3CD ର ଇ-ଫାଇଲିଂ ସକ୍ଷମ କରାଯାଇଛି। କରଦାତାମାନେ “ଡାଉନ୍ଲୋଡ୍” ମେନ୍ୟୁ ବିକଳ୍ପ ମାଧ୍ୟମରେ ଅଫ୍ଲାଇନ୍ ଉପଯୋଗିତା ଡାଉନ୍ଲୋଡ୍ କରିପାରିବେ।
ମୂଲ୍ୟାୟନ ବର୍ଷ 2023-24 ପାଇଁ ITR-6 ର ଏକ୍ସେଲ୍ ଉପଯୋଗିତାଲ୍ ଫାଇଲ୍ କରିବା ପାଇଁ ଉପଲବ୍ଧ।ଏଠାରେ କ୍ଲିକ୍ କରନ୍ତୁ ଡାଉନ୍ଲୋଡ୍ କରିବାକୁ।
କାଉଣ୍ଟର୍ ବିକଳ୍ପ ସହିତ ବନ୍ଧନ ବ୍ୟାଙ୍କ ପାଇଁ ଇ-ପେ କର ସେବା ବର୍ତ୍ତମାନ ସକ୍ଷମ ହୋଇଛି।
କର ଦେୟ ପୈଠ ପାଇଁ ବ୍ୟାଙ୍କଗୁଡିକର ତାଲିକ
ମୂଲ୍ୟାୟନ ବର୍ଷ 2023-24 ପାଇଁ ITR-7 ର ଏକ୍ସେଲ୍ ଉପଯୋଗିତାଲ୍ ଫାଇଲ୍ କରିବା ପାଇଁ ଉପଲବ୍ଧ। ଏଠାରେ କ୍ଲିକ୍ କରନ୍ତୁ ଡାଉନ୍ଲୋଡ୍ କରିବାକୁ।
ଦିନାଙ୍କିତିତ 28 ଜୁନ୍ 2023ର ପରିପତ୍ର ସଂଖ୍ୟା 09/2023 ମାଧ୍ୟମରେ ଆର୍ଥିକ ବର୍ଷ 2023-24ର ପ୍ରଥମ ତ୍ରୈମାସ ପାଇଁ ଫର୍ମ୍ 26Q ଏବଂ 27Q ଲାଗି TDS ଫାଇଲ୍ କରିବାର ନିର୍ଦ୍ଧାରିତ ଅନ୍ତିମ ତାରିଖକୁ 31 ଜୁଲାଇ 2023ରୁ 30 ସେପ୍ଟେମ୍ବର 2023କୁ ବୃଦ୍ଧି କରାଯାଇଛି ଏବଂ ଫର୍ମ୍ 27EQର ଧାର୍ଯ୍ୟ ତାରିଖ 15 ଜୁଲାଇ 2023 ରୁ 30 ସେପ୍ଟେମ୍ବର 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ମୂଲ୍ୟାୟନ ବର୍ଷ 2023-24 ପାଇଁ ITR-3ର ଅଫ୍ଲାଇନ୍ ଉପଯୋଗିତା ଫାଇଲ୍ କରିବା ପାଇଁ ଉପଲବ୍ଧ । ଏଠାରେ କ୍ଲିକ୍ କରନ୍ତୁ ଡାଉନ୍ଲୋଡ୍ କରିବା ପାଇଁ।
ମୂଲ୍ୟାୟନ ବର୍ଷ 2023-24 ପାଇଁ ITR-2ର ଅଫ୍ଲାଇନ୍ ଉପଯୋଗିତା ଫାଇଲ୍ କରିବା ପାଇଁ ଉପଲବ୍ଧ । ଏଠାରେ କ୍ଲିକ୍ କରନ୍ତୁ ଡାଉନ୍ଲୋଡ୍ କରିବା ପାଇଁ।