ସମ୍ବାଦ ଏବଂ ଇ-ଅଭିଯାନ
ବ୍ୟାଙ୍କ ଅଫ୍ ବରୋଦା ବର୍ତମାନଠାରୁ NSDLରେ ଥିବା OLTAS’ରେ ଇ-ପେ’ କର ପୈଠ ସୁବିଧାକୁ ଇ-ଫାଇଲିଂ ପୋର୍ଟାଲର ଇ-ପେ’ କରପୈଠ ସୁବିଧାକୁ ସ୍ଥାନାନ୍ତରିତ କରିଛି ।
ଇଣ୍ଡସଇଣ୍ଡ୍ ବ୍ୟାଙ୍କ ପାଇଁ ବର୍ତ୍ତମାନ ଓଭର ଦ କାଉଣ୍ଟର (କାଉଣ୍ଟରକୁ ଯାଇ କର ପୈଠ) ଏବଂ ନେଟ୍ ବ୍ୟାଙ୍କିଙ୍ଗ୍ ବିକଳ୍ପ ସହିତ ଇ-ପେ କର ସେବା ସକ୍ଷମ କରିଦିଆଯାଇଛି ।
କାଉଣ୍ଟର୍ ଏବଂ ନେଟ୍ ବ୍ୟାଙ୍କିଙ୍ଗ୍ ବିକଳ୍ପ ସହିତ ସିଟି ୟୁନିଅନ୍ ବ୍ୟାଙ୍କ ପାଇଁ ଇ-ପେ କର ସେବା ବର୍ତ୍ତମାନ ସକ୍ଷମିତ ହୋଇଛି।
IDBI, ଜାମ୍ମୁ ଓ କାଶ୍ମୀର ବ୍ୟାଙ୍କ, UCO ବ୍ୟାଙ୍କ ଏବଂ ୟୁନିୟନ ବ୍ୟାଙ୍କକୁ Protean (ପୁର୍ବରୁ NSDL)ରେ OLTAS ଇ-କର ପୈଠରୁ ସ୍ଥାନାନ୍ତରିତ କରିଦିଆଯାଇଛି। ବର୍ତ୍ତମାନଠାରୁ କର ପ୍ରଦାନ ପାଇଁ ଇ-ଫାଇଲିଂ ପୋର୍ଟାଲରେ ଇ-ପେ କର ସୁବିଧା ଆରମ୍ଭ ହୋଇଛି।