Do not have an account?
Already have an account?
ସଦ୍ଯତମ ସମ୍ବାଦ
06-ସେପ୍ଟେମ୍ବର-2025

ITR-5 ପାଇଁ ଅଫ୍‌ଲାଇନ୍‌ ଉପଯୋଗିତ ନିର୍ଦ୍ଧାରଣ ବର୍ଷ 2025-26 ପାଇଁ ଫାଇଲିଂ ସକାଶେ ଉପଲବ୍ଧ।  ଏଠାରେ କ୍ଲିକ୍ କରନ୍ତୁ

06-ସେପ୍ଟେମ୍ବର-2025

ବିତ୍ତ ଅଧିନିୟମ, 2025 ଅନୁଯାୟୀ ନିର୍ଦ୍ଧାରଣ ବର୍ଷ 2021-22 ଏବଂ 2022-23 ପାଇଁ ITR-5, 6 ଓ ITR-7ରେ ଅପଡେଟେଡ୍‌ ରିଟର୍ଣ୍ଣ ଫାଇଲ କରିବା ପାଇଁ ଏକ୍ସେଲ ଉପଯୋଗିତା ବର୍ତ୍ତମାନ ଉପଲବ୍ଧ।

01-ସେପ୍ଟେମ୍ବର-2025

ଇ-ଫାଇଲିଂ ପୋର୍ଟାଲରେ ଧାରା 12A ଅଧୀନରେ ଫର୍ମ 10A ଫାଇଲ କରିବାରେ ବିଳମ୍ୱ ହେତୁ କ୍ଷମା ପ୍ରାର୍ଥନା ପାଇଁ ଆବେଦନ ସକ୍ଷମ କରାଯାଇଛି। କ୍ଷମା ପ୍ରାର୍ଥନା ଅନୁରୋଧ ଉତ୍ଥାପନ କରିବା ପାଇଁ, ଲଗଇନ୍ କରନ୍ତୁ: https://eportal.incometax.gov.in > ଡ୍ୟାସବୋର୍ଡ > ସେବା > କ୍ଷମା ପ୍ରାର୍ଥନା ଅନୁରୋଧ > ସାମ୍ବିଧାନିକ ଫର୍ମ ପାଇଁ ଆବେଦନ > ଆଗକୁ ବଢ଼ିବା ପାଇଁ କ୍ଷମା ପ୍ରାର୍ଥନା ଅନୁରୋଧ ସୃଷ୍ଟି କରନ୍ତୁ ବଟନ୍ ଉପରେ କ୍ଲିକ୍ କରନ୍ତୁ।

21-ଅଗଷ୍ଟ-2025

ନିର୍ଦ୍ଧାରଣ ବର୍ଷ 2025-26 ପାଇଁ ITR-7 ର ଏକ୍ସେଲ୍ ଉପଯୋଗିତା ଫାଇଲ୍ କରିବା ପାଇଁ ଉପଲବ୍ଧ। ଡାଉନ୍‌ଲୋଡ୍ କରିବାକୁ  ଏଠାରେ କ୍ଲିକ୍ କରନ୍ତୁ ।

16-ଅଗଷ୍ଟ-2025

ବିତ୍ତ ଅଧିନିୟମ, 2025 ଅନୁସାରେ ITR-3 ଏବଂ ITR-4ରେ ନିର୍ଦ୍ଧାରଣ ବର୍ଷ 2021-22 ଏବଂ 2022-23 ପାଇଁ ଅପଡେଟେଡ ରିଟର୍ଣ୍ଣ ଫାଇଲ କରିବା ପାଇଁ ଏକ୍ସେଲ ଉପଯୋଗିତାମାନ। ଏଠାରେ କ୍ଲିକ୍ କରନ୍ତୁ  

14-ଅଗଷ୍ଟ-2025

ନିର୍ଦ୍ଧାରଣ ବର୍ଷ 2025-26 ପାଇଁ ITR-6 ର ଏକ୍ସେଲ୍ ଉପଯୋଗିତା ଫାଇଲ୍ କରିବା ପାଇଁ ଉପଲବ୍ଧ। ଡାଉନ୍‌ଲୋଡ୍ କରିବାକୁ ଏଠାରେ କ୍ଲିକ୍ କରନ୍ତୁ ।

08-ଅଗଷ୍ଟ-2025

ନିର୍ଦ୍ଧାରଣ ବର୍ଷ 2025-26 ପାଇଁ ITR-5 ର ଏକ୍ସେଲ୍ ଉପଯୋଗିତା ଫାଇଲ୍ କରିବା ପାଇଁ ଉପଲବ୍ଧ। ଡାଉନ୍‌ଲୋଡ୍ କରିବାକୁ ଏଠାରେ କ୍ଲିକ୍ କରନ୍ତୁ ।

30-ଜୁଲାଇ-2025

ITR-3 ପାଇଁ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ ଉପଯୋଗିତା ବର୍ତ୍ତମାନ ଫାଇଲ କରିବା ପାଇଁ ଉପଲବ୍ଧ। ଏଠାରେ କ୍ଲିକ୍ କରନ୍ତୁ

29-ଜୁଲାଇ-2025

ବିତ୍ତ ଅଧିନିୟମ, 2025 ଅନୁସାରେ ITR-1 ଏବଂ ITR-2ରେ ନିର୍ଦ୍ଧାରଣ ବର୍ଷ 2021-22 ଏବଂ 2022-23 ପାଇଁ ଅପଡେଟେଡ ରିଟର୍ଣ୍ଣ ଫାଇଲ କରିବା ପାଇଁ ଏକ୍ସେଲ ଉପଯୋଗିତାମାନ। ଏଠାରେ କ୍ଲିକ୍ କରନ୍ତୁ  

22-ଜୁଲାଇ-2025

ITR-2 ପାଇଁ ଅଫ୍‌ଲାଇନ୍‌ ଉପଯୋଗିତ ନିର୍ଦ୍ଧାରଣ ବର୍ଷ 2025-26 ପାଇଁ ଫାଇଲିଂ ସକାଶେ ଉପଲବ୍ଧ। ଡାଉନ୍‌ଲୋଡ୍ କରିବାକୁ ଏଠାରେ କ୍ଲିକ୍ କରନ୍ତୁ ।