Do not have an account?
Already have an account?
ସଦ୍ଯତମ ସମ୍ବାଦ
17-ଜୁଲାଇ-2025

ITR-2ର ଆୟକର ରିଟର୍ଣ୍ଣ ଫର୍ମକୁ ପୋର୍ଟାଲରେ ପ୍ରାକ୍‌ ପୂରଣ ହୋଇଥିବା ତଥ୍ୟ ସହିତ ଅନ୍‌ଲାଇନ୍ ପଦ୍ଧତିରେ ଫାଇଲ୍ କରିବାକୁ ସକ୍ଷମ କରାଯାଇଛି

17-ଜୁଲାଇ-2025

ଫର୍ମ 3CA-3CD and 3CB-3CD ଆଦି ବିଜ୍ଞପ୍ତି ସଂ. 23/2025/F. ସଂ. 370142/10/2025-TPL ଅନୁସାରେ ପରିବର୍ତ୍ତନ କରାଯାଇ ଇ-ଫାଇଲିଂ ପାଇଁ ସକ୍ଷମ କରାଯାଇଛି।

17-ଜୁଲାଇ-2025

ବିଦେଶୀ ସମ୍ପତ୍ତି ଏବଂ ଆୟ ଉପରେ କର ପାରଦର୍ଶିତା ବୃଦ୍ଧି କରିବା

ଅନୁବନ୍ଧ ଓ ପର୍ଯ୍ୟାୟ କ୍ରମିକ ମାର୍ଗଦର୍ଶକ ଦେଖନ୍ତୁ

11-ଜୁଲାଇ-2025

ନିର୍ଦ୍ଧାରଣ ବର୍ଷ 2025-26 ପାଇଁ ITR-2 ଏବଂ ITR-3ପାଇଁ ଏକ୍ସେଲ୍‌ ଉପଯୋଗିତା ଫାଇଲିଂ ପାଇଁ ଉପଲବ୍ଧ ଅଛି। ଡାଉନ୍‌ଲୋଡ୍ କରିବାକୁ ଏଠାରେ କ୍ଲିକ୍ କରନ୍ତୁ ।

04-ଜୁଲାଇ-2025

ଯେଉଁ କରଦାତାମାନେ ଧାରା 158BC ଅଧୀନରେ ନୋଟିସ୍ ପ୍ରାପ୍ତ କରିଛନ୍ତି ସେମାନେ ବର୍ତ୍ତମାନ ଆୟକର ପୋର୍ଟାଲରେ ଇ-କାର୍ଯ୍ୟପ୍ରକ୍ରିୟା ଟ୍ୟାବ ମାଧ୍ୟମରେ ଫର୍ମ ITR-B ଦାଖଲ କରିପାରିବେ।

27-ଜୁନ୍-2025

ଇ-ଫାଇଲିଂ ପୋର୍ଟାଲରେ କର ଇ-ପୈଠ କରନ୍ତୁ ସେବା ପାଇଁ ଉପଲବ୍ଧ ବ୍ୟାଙ୍କଗୁଡ଼ିକର ତାଲିକା ସଦ୍ୟତମ ଅପଡେଟରେ ପ୍ରଦାନ କରାଯାଇଛି

କର ଦେୟ ପୈଠ ପାଇଁ ବ୍ୟାଙ୍କଗୁଡିକର ତାଲିକା

11-ଜୁନ୍-2025

ନିର୍ଦ୍ଧାରଣ ବର୍ଷ 2025-26 ପାଇଁ ITR-1 ଏବଂ ITR-4ପାଇଁ ଅଫ୍‌ଲାଇନ୍‌ ଉପଯୋଗିତା ଫାଇଲିଂ ପାଇଁ ଉପଲବ୍ଧ ଅଛି।  ଏଠାରେ କ୍ଲିକ୍ କରନ୍ତୁ 

04-ଜୁନ୍-2025

ITR-1 and ITR-4ର ଆୟକର ରିଟର୍ଣ୍ଣ ଫର୍ମକୁ ଇ-ଫାଇଲିଂ ପୋର୍ଟାଲ୍‌ରେ ପୂର୍ବରୁ ଫାଇଲ ହୋଇଥିବା ଡାଟା ସମେତ ଅନ୍‌ଲାନ୍‌ ମୋଡ୍‌ରେ ଫାଇଲ୍‌ କରିବା ପାଇଁ ସକ୍ଷମ କରାଯାଇଛି। ନିର୍ଦ୍ଧାରଣ ବର୍ଷ 2025-26 ପାଇଁ ITR-1 ଏବଂ ITR-4ପାଇଁ ଏକ୍ସେଲ୍‌ ଉପଯୋଗିତା ମଧ୍ୟ ଫାଇଲିଂ ପାଇଁ ଉପଲବ୍ଧ ଅଛି। ଡାଉନ୍‌ଲୋଡ୍ କରିବାକୁ ଏଠାରେ କ୍ଲିକ୍ କରନ୍ତୁ ।

02-ଜୁନ୍-2025

ନିର୍ଦ୍ଧାରଣ ବର୍ଷ 2025-26 ପାଇଁ ଫର୍ମ 64A ଏବଂ 64E ଫାଇଲ୍ କରିବାର ଧାର୍ଯ୍ୟ ତାରିଖକୁ ଆଗକୁ ଆଣି 15 ଜୁନ୍ 2025 କରାଯାଇଛି। ବିଜ୍ଞପ୍ତି ସଂଖ୍ୟା ଅନୁଯାୟୀ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (CBDT) ବିଜ୍ଞପ୍ତି ସଂଖ୍ୟା 17/2025, ଦିନାଙ୍କିତ 24 ଫେବୃଆରି, 2025 ମାଧ୍ୟମରେ ବ୍ୟବସାୟ ଓ ପ୍ରତିଭୂତିକରଣ ଟ୍ରଷ୍ଟ ଦ୍ୱାରା ଫର୍ମ 64A ଏବଂ ଫର୍ମ 64E ଦାଖଲ କରିବାର ଧାର୍ଯ୍ୟ ତାରିଖ 30 ନଭେମ୍ୱରରୁ ଆଗାମୀ ଆର୍ଥିକ ବର୍ଷର 15ଜୁନ୍‌କୁ ପରିବର୍ତ୍ତନ କରି ନିୟମ 12CA ଓ ନିୟମ 12CCରେ ସଂଶୋଧନ କରିଛି।

ଅଧିସୂଚିତ

29-ମେ-2025

ନିର୍ଦ୍ଧାରଣ ବର୍ଷ 2025-26 ପାଇଁ ITR-1 ଏବଂ ITR-4ପାଇଁ ଏକ୍ସେଲ୍‌ ଉପଯୋଗିତା ଫାଇଲିଂ ପାଇଁ ଉପଲବ୍ଧ ଅଛି। ଡାଉନ୍‌ଲୋଡ୍ କରିବାକୁ ଏଠାରେ କ୍ଲିକ୍ କରନ୍ତୁ ।